ହଷ୍ଟେଲ ଛାତରୁ ଖସି ପଡ଼ିଲେ ମାଟ୍ରିକ ପରିକ୍ଷାର୍ଥୀ

ରାୟଗଡ଼ା(ମାଉଡ଼ି ବାରିକ):ମାଟ୍ରିକ ପରୀକ୍ଷା ଦେବାକୁ ଆସି ଆଖି ବୁଜିଲେ ଛାତ୍ର । ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଜୀବନ । ଏପରି ଅଘଟଣ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ  କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ଗତ ରାତିରେ ଘଟିଛି। ମୃତକ ହେଉଛନ୍ତି  ଭରତ ବିଡିକା । ଭରତ ବିଡିକାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗାଁରେ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ  କପାପଦର  ହାଇସ୍କୁଲକୁ ଯାଇଥିଲେ। ସେଠାରେ ଥିବା […]

DeadBody

DeadBody

Niharika Rout
  • Published: Friday, 06 May 2022
  • Updated: 06 May 2022, 09:55 AM IST

Sports

Latest News

ରାୟଗଡ଼ା(ମାଉଡ଼ି ବାରିକ):ମାଟ୍ରିକ ପରୀକ୍ଷା ଦେବାକୁ ଆସି ଆଖି ବୁଜିଲେ ଛାତ୍ର । ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଜୀବନ । ଏପରି ଅଘଟଣ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ  କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ଗତ ରାତିରେ ଘଟିଛି। ମୃତକ ହେଉଛନ୍ତି  ଭରତ ବିଡିକା ।

ଭରତ ବିଡିକାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଗାଁରେ ହୋଇଥିବା ବେଳେ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ସେ  କପାପଦର  ହାଇସ୍କୁଲକୁ ଯାଇଥିଲେ। ସେଠାରେ ଥିବା ହଷ୍ଟେଲରେ ସେ ନିଜ ସାଙ୍ଗମାନଙ୍କ ସହ ରହିଥିବା ବେଳେ ଗତ ରାତି ୮ଟାରେ କୌଣସି କାରଣରୁ ହଷ୍ଟେଲ ଛାତକୁ ଯାଇଥିଲେ। ମାତ୍ର ହଠାତ୍‌ ସେ ଛାତରୁ ତଳକୁ ଖସି ପଡ଼ିଥିଲେ।  ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଓ ପରିବାର ଲୋକ ମେଡିକାଲରେ ପହଞ୍ଚିଛନ୍ତି।  ଆଜି ବ୍ୟବଚ୍ଛେଦ ପରେ ଶବ  ସତ୍କାର କରାଯିବ । ପୁଅର ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନ ଥିବା ବେଳେ ସେମାନଙ୍କ ସମେତ  ସ୍ଥାନୀୟ ସରପଞ୍ଚ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story