ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶିତ, ଖାଲି ପଡ଼ିଲା A1 ଗ୍ରେଡ୍

କଟକ(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଚଳିତ ବର୍ଷ ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଚଳିତ ବର୍ଷ  ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା କୌଣସି ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ ମିଳିନି। A2ରେ ୧୦, B1ରେ ୧୯୫, B2ରେ ୯୩୦, Cରେ ୧୯୦୨; Dରେ ୩୧୪୦, Eରେ ୯୦୬୭, Fରେ ୬୨୧୮ ପିଲା ପାସ୍ କରିଛନ୍ତି।

result

Niharika Rout
  • Published: Thursday, 22 October 2020
  • , Updated: 22 October 2020, 12:19 PM IST

କଟକ(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଚଳିତ ବର୍ଷ ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୫, ୨୪୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଚଳିତ ବର୍ଷ  ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା କୌଣସି ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ ମିଳିନି। A2ରେ ୧୦, B1ରେ ୧୯୫, B2ରେ ୯୩୦, Cରେ ୧୯୦୨; Dରେ ୩୧୪୦, Eରେ ୯୦୬୭, Fରେ ୬୨୧୮ ପିଲା ପାସ୍ କରିଛନ୍ତି।

Related story