TI ପରେଡ୍ ପାଇଁ ମିଳିଲା ଅନୁମତି, କାଲି ଦୁଷ୍କର୍ମକାରୀକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ TI ପରେଡ। ଏଥିପାଇଁ ସିବିଆଇର ସ୍ପେଶାଲ ଜଜ ଦେଲେ ଅନୁମତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି କରିବେ TI ପରେଡ। ଝାରପଡ଼ା ଜେଲ୍‌ ପରିସରରେ ହେବ TI ପରେଡ୍‌। ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ। ୪ ଓ ୫ ତାରିଖ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି। ୫ […]

anjanana

anjanana

Manoranjan Sial
  • Published: Tuesday, 02 March 2021
  • Updated: 02 March 2021, 05:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ TI ପରେଡ। ଏଥିପାଇଁ ସିବିଆଇର ସ୍ପେଶାଲ ଜଜ ଦେଲେ ଅନୁମତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି କରିବେ TI ପରେଡ। ଝାରପଡ଼ା ଜେଲ୍‌ ପରିସରରେ ହେବ TI ପରେଡ୍‌। ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ। ୪ ଓ ୫ ତାରିଖ ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି। ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା।

TI ପରେଡ୍‌ ପାଇଁ ସିବିଆଇର ଆବେଦନ ପରେ ପ୍ରତିକ୍ରିୟା ରଖିଥିଲେ ଅଞ୍ଜନା ମିଶ୍ର। ସେ କହିଥିଲେ, ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ । ୨୨ ବର୍ଷ ପରେ TI ପରେଡ୍‌ରେ ବିବନକୁ ଚିହ୍ନିବି। କାହା ପ୍ରରୋଚନାରେ କାଣ୍ଡ ଘଟିଥିଲା ପଦାକୁ ଆସୁ। ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ଥିଲା ବିବନ ତାର ତଦନ୍ତ ହେଉ। ଘଟଣା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା କହିଥିଲେ।

୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଏହି ଜଘନ୍ୟକାଣ୍ଡ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ। ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି। ଘଟଣାର ୧୭ ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର। ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଇଥିଲା

୧୯୯୯ ମେ ୫ ତାରିଖରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ୨୦୦୨ ମସିହା ଏପ୍ରିଲ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ଏବେ ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ। ତେବେ ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story