ଦିନ ବେଳେ ରାସ୍ତାରେ ବୁଲିଲା ଭାଲୁ, ଦୁଇ ଭାଇ ଗିରଫ ଓ ଅନ୍ୟ ଛୋଟ ଖବର ...

ନବରଙ୍ଗପୁର/ଭୁବନେଶ୍ୱର(ନବଘନ ବିଷୋୟୀ/ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ। ତେଣୁ ବନ୍ୟଜନ୍ତୁ ଏବେ ଖାଦ୍ୟ ଅନ୍ୱେଷଣରେ ଦିନ ବେଳେ ଗାଁ ମୁହାଁ ହେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ। ଦିନ ବେଳେ ଏଠାରେ ଏକ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାରରେ ଯିବା ବେଳେ ଭାଲୁଟି ସେହି ରାସ୍ତାର ବିପରୀତ […]

bear1

bear1

Jitendra Garnayak
  • Published: Friday, 05 February 2021
  • Updated: 05 February 2021, 12:45 PM IST

Sports

Latest News

ନବରଙ୍ଗପୁର/ଭୁବନେଶ୍ୱର(ନବଘନ ବିଷୋୟୀ/ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ। ତେଣୁ ବନ୍ୟଜନ୍ତୁ ଏବେ ଖାଦ୍ୟ ଅନ୍ୱେଷଣରେ ଦିନ ବେଳେ ଗାଁ ମୁହାଁ ହେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ। ଦିନ ବେଳେ ଏଠାରେ ଏକ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାରରେ ଯିବା ବେଳେ ଭାଲୁଟି ସେହି ରାସ୍ତାର ବିପରୀତ ଦିଗରୁ ଆସୁଥିଲା। ସେ କାର ଭିତରୁ ମୋବାଇଲେ ଭାଲୁର ଭିଡିଓ ଉତ୍ତୋଳନ କରିଥିଲେ। ଏହା ଜାଣିବା ପରେ ଲୋକେ ଦିନ ବେଳେ ବି ସେହି ରାସ୍ତାରେ ଯିବାଆସିବା କରିବାକୁ ଭୟ କଲେଣି। ଅନ୍ୟପକ୍ଷରେ ନବରଙ୍ଗପୁର ବନ ବିଭାଗ ଏହି ଘଟଣାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି। ବନ ବିଭାଗର କୌଣସି କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖି ନାହାନ୍ତି।

https://youtu.be/kbrvmSzV59g

ଦୁଇ ଭାଇଙ୍କୁ ଗିରଫ କଲା ବନ ବିଭାଗ 

ଅନୁଗୋଳ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳରେ ବାରହା ଶିକାର କରିବା ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରିଛି ବନ ବିଭାଗ। ସେମାନେ ହେଉଛନ୍ତି ରଞ୍ଜନ କୁମାର ସାହୁ ଓ ପବିତ୍ର ସାହୁ। ସେମାନଙ୍କ ଘର ଫାସିପାଳ ଗାଁରେ। ଅଭିଯୁକ୍ତ ଦ୍ୱୟ ବାମୁର ବନାଞ୍ଚଳ ଅନ୍ତର୍ଗତ ସାହାଜବାହାଳି ଜଙ୍ଗଲରେ ବାରହା ଶିକାର କରି ବିକ୍ରି ଉଦ୍ଦେଶ୍ୟରେ ମାଂସ କାଟୁଥିବାବେଳେ ବନ ବିଭାଗ ଅଧିକାରୀ ଧରିଥିଲେ। ସେମାନଙ୍କ ପାଖରୁ ମାଂସ ସହ ୩ଟି ପନିକି ଏବଂ ୨ଟି ଟାଙ୍ଗିଆ ଜବତ କରିଛି ବନବିଭାଗ।

ବାଇକ୍‌କୁ ପିଟିଲା ବାଇକ୍‌

ଆଠଗଡ଼: ବାଇକ୍‌କୁ ପିଟି ଦେଲା ବାଇକ୍। ଚାଲିଗଲା ଜଣଙ୍କ ଜୀବନ। କଟକ ମଧୁସୂଦନ ସେତୁରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଏକ ବାଇକ ଦ୍ରୁତ ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ବାଇକ ଆରୋହୀ ପଡ଼ିଯାଇଥିଲେ ଓ ତାଙ୍କ ଜୀବନ ଚାଲି ଯାଇଥିଲା। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ଚାଲିଥିଲା ବେଆଇନ କାରବାର

ଜଳେଶ୍ୱର: ବେଆଇନ କରତ କଳ ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ। ଘଟଣାଟି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ୍‌ର ଲଙ୍ଗଳେଶ୍ୱର ଗାଁର। ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ସୁକୁମାର ଦାସଙ୍କ ନେତୃତ୍ୱରେ ବନବିଭାଗ ଓ ପୁଲିସ୍ ମିଳିତ ଭାବେ ଉକ୍ତ କରତ କଳ ଉପରେ ଚଢ଼ାଉ କରିଥିଲେ।

ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ନୟାଗଡ଼: ୯.୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକାଗୋଡ଼ା ଗାଁର ଅବ୍ଦୁଲ ତାୟବ ଖାଁ ଏବଂ ମିର ଅତୁଲ୍ଲା। ସେମାନଙ୍କ ଠାରୁ ଏକ ପଲସର ଗାଡ଼ି ମଧ୍ୟ ଜବତ କରାଯାଇଛି। ଉଭୟଙ୍କୁ ନୟାଗଡ଼ ଘଦୁଆଳ ସତସଙ୍ଗ ବିହାର ନିକଟରୁ ପୁଲିସ୍ ସେମାନଙ୍କୁ କାବୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story