ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଚିଲିକା କୂଳ ମାଛ ମାର୍କେଟ ସିଲ୍‌। ଗତକାଲି ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି। କରୋନା ଭୟରେ ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡ଼ି ଯିବନି କିମ୍ବା ଆସିବନି। ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ […]

chilika-fish

chilika-fish

Manoranjan Sial
  • Published: Saturday, 18 July 2020
  • Updated: 18 July 2020, 04:17 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଚିଲିକା କୂଳ ମାଛ ମାର୍କେଟ ସିଲ୍‌। ଗତକାଲି ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି। କରୋନା ଭୟରେ ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡ଼ି ଯିବନି କିମ୍ବା ଆସିବନି। ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି।

ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟ ସରକାର ଯାଜପୁର, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଏହା ସତ୍ତ୍ୱେ ‘କରୋନା’ ଆୟତ୍ତରେ ରହିଲା ପରି ଜଣାପଡ଼ୁ ନାହିଁ। ଦ୍ରୁତ ଗତିରେ ମାଡି ଚାଲିଛି। ଆଜି ପୁଣି ୫୦୦ରୁ ଅଧିକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁଣି ୩ ଜଣଙ୍କ ଜୀବନ ନେଇଛି ‘କରୋନା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story