ବୋର୍‌ୱେଲ୍‌ ପାଣିରେ ରଙ୍ଗ ମିଶାଇ ତିଆରି ହେଉଥିଲା କୋଲ୍‌ଡ ଡ୍ରିଙ୍କ୍ସ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବୋରୱେଲ୍‌ ପାଣିରେ ରଙ୍ଗ ମିଶାଇ ତିଆରି ହେଉଛି କୋଲ୍‌ଡ ଡ୍ରିଙ୍କ୍ସ। ଆଜି ଏପରି ଅଭିଯୋଗ ସିଲ୍‌କ ସିଟି ବ୍ରହ୍ମପୁରରୁ ଆସିଛି। ବ୍ରହ୍ମପୁର ସଦର ଥାନା ପୁଲିସ ଚଢ଼ଉ କରି କୋଲ୍‌ଡ ଡ୍ରିଙ୍କ୍ସ ସାମଗ୍ରୀ ଜବତ କରିଛି। ସଦର ଥାନା ଅଞ୍ଚଳର ସୁକୁଣ୍ଡା ଗାଁରେ ଏକ ନକଲି କୋଲ୍‌ଡ ଡ୍ରିଙ୍କ୍ସ କାରଖାନା ଦୀର୍ଘ ଦିନ ଧରି ଚାଲିଥିଲା । ବୋରୱେଲ୍‌ ପାଣିରେ ରଙ୍ଗ ଓ ସ୍ୱାଦ ଅନୁସାରେ ଫ୍ଲେବର ମିଶାଇ ତିଆରି ହେଉଥିଲା କୋଲ୍‌ଡ […]

cold-drinks

cold-drinks

Manoranjan Sial
  • Published: Tuesday, 26 January 2021
  • Updated: 26 January 2021, 08:24 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବୋରୱେଲ୍‌ ପାଣିରେ ରଙ୍ଗ ମିଶାଇ ତିଆରି ହେଉଛି କୋଲ୍‌ଡ ଡ୍ରିଙ୍କ୍ସ। ଆଜି ଏପରି ଅଭିଯୋଗ ସିଲ୍‌କ ସିଟି ବ୍ରହ୍ମପୁରରୁ ଆସିଛି। ବ୍ରହ୍ମପୁର ସଦର ଥାନା ପୁଲିସ ଚଢ଼ଉ କରି କୋଲ୍‌ଡ ଡ୍ରିଙ୍କ୍ସ ସାମଗ୍ରୀ ଜବତ କରିଛି।

ସଦର ଥାନା ଅଞ୍ଚଳର ସୁକୁଣ୍ଡା ଗାଁରେ ଏକ ନକଲି କୋଲ୍‌ଡ ଡ୍ରିଙ୍କ୍ସ କାରଖାନା ଦୀର୍ଘ ଦିନ ଧରି ଚାଲିଥିଲା । ବୋରୱେଲ୍‌ ପାଣିରେ ରଙ୍ଗ ଓ ସ୍ୱାଦ ଅନୁସାରେ ଫ୍ଲେବର ମିଶାଇ ତିଆରି ହେଉଥିଲା କୋଲ୍‌ଡ ଡ୍ରିଙ୍କ୍ସ। ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଜାଣି ସଂସ୍ଥା ତା’ର କାରବାର ଚଳାଇଥିଲା। ଏହି ସବୁ ସାମଗ୍ରୀ ଗଞ୍ଜାମ ଓ ଆଖପାଖ ଜିଲ୍ଲାରେ ବିକ୍ରି ହେଉଥିଲା।

ଆଜି ସଦର ଥାନା ପୁଲିସ ଉକ୍ତ କାରଖାନା ଉପରେ ଅଚାନକ ଚଢ଼ଉ କରିଥିଲା। ପୁଲିସ ସେଠାରୁ ବିପୁଳ ପରିମାଣରେ ନକଲି କୋଲଡ୍‌ ଡ୍ରିଂକ୍ସ ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ୭ଟି ମେସିନ ଜବତ କରିଥିଲା। ଏଥିପାଇଁ ସରକାରଙ୍କଠାରୁ ଅନୁମତି ମଧ୍ୟ ନିଆଯାଇନଥିଲା। ଏପରିକି ଡ୍ରିଙ୍କ୍ସ ୟୁନିଟରେ ଟେଷ୍ଟିଙ୍ଗ ୟୁନିଟ ମଧ୍ୟ ନଥିଲା। ବିନା ଟେଷ୍ଟିଂରେ କୋଲ୍‌ଡ ଡ୍ରିଙ୍କ୍ସକୁ ମାର୍କେଟକୁ ଛଡ଼ା ଯାଉଥିଲା। ଡିଙ୍କ୍ସ ସାମଗ୍ରୀ ଜବତ କରିବା ପରେ ପୁଲିସ ଉକ୍ତ କାରନାଖାକୁ ସିଲ୍‌ କରିଛି।

ଏହା ପୂର୍ବରୁ ଅର୍ଥାତ ୨୧ ତାରିଖରେ ବ୍ରହ୍ମପୁର ଟାଉନ୍‌ ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ କାରଖାନା ଠାବ ହୋଇଥିଲା। ପୁଲିସ ଚଢ଼ଉ କରି କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ କରିଥିଲା। କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିବା କହିଥିଲା। ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିଲା ବୋଲି ସ୍ୱୀକାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story