ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ହେବାକୁ ଥିବା ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବଢ଼ାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାଇଁ ୧୨ ତାରିଖ ମଧ୍ୟରାତ୍ର ଯାଏ ଫର୍ମ ପୂରଣ ଅବଧିକୁ ବଢ଼ା ଯାଇଛି। ଯଦି କୌଣସି ପିଲା ଫର୍ମ ପୂରଣ କରି ନଥିବେ, ତା’ହେଲେ ଅନୁଷ୍ଠାନର ମୁଖ୍ୟ ସେମାନଙ୍କ ପାଇଁ ସେହି କାର୍ଯ୍ୟ କରିପାରିବେ। ଏଥର ମେ’ ୩ ତାରିଖରୁ […]

highschool

highschool

Jitendra Garnayak
  • Published: Wednesday, 10 February 2021
  • Updated: 10 February 2021, 06:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ହେବାକୁ ଥିବା ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବଢ଼ାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାଇଁ ୧୨ ତାରିଖ ମଧ୍ୟରାତ୍ର ଯାଏ ଫର୍ମ ପୂରଣ ଅବଧିକୁ ବଢ଼ା ଯାଇଛି। ଯଦି କୌଣସି ପିଲା ଫର୍ମ ପୂରଣ କରି ନଥିବେ, ତା’ହେଲେ ଅନୁଷ୍ଠାନର ମୁଖ୍ୟ ସେମାନଙ୍କ ପାଇଁ ସେହି କାର୍ଯ୍ୟ କରିପାରିବେ।

ଏଥର ମେ’ ୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ଏହା ୧୫ ତାରିଖ ଯାଏ ଚାଲିବ। ପ୍ରଥମ ଦିନ ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେବେ। ସେହିପରି ୫ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ହେବାକୁ ଥିବା ବେଳେ ୭ ତାରିଖରେ ହିନ୍ଦୀ, ୮ରେ ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ ଓ ୧୦ଟାରେ ଶେଷ ହେବ। ତେବେ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ।

ସକାଳ ୭ଟା ୪୫ରେ ଉଭୟ ଅବ୍‌ଜେକ୍ଟିଭ୍ ଓ ସବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ବଣ୍ଟାଯିବ। ଏହା ପରେ ୮ଟାରୁ ୯ଟା ପିଲାମାନେ ଅବ୍‌ଜେକ୍ଟିଭ୍‌ ପରୀକ୍ଷା ଦେବେ। ଏହା ପରେ ୯ଟାରୁ ୧୦ଟା ପର୍ଯ୍ୟନ୍ତ ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେବେ। ଓଏମ୍‌ଆରରେ ଅବ୍‌ଜେକ୍ଟିଭ୍‌ ଓ ବୁକ୍‌ଲେଟ୍‌ରେ ସବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଲେଖିବେ ପରୀକ୍ଷାର୍ଥୀ। ଗଣିତ ପାଇଁ ୧୫ ମିନିଟ୍ ଅଧିକ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସକାଳ ୮ଟାରୁ ୯ଟା ୧୫ ଯାଏ ଏହାର ଅବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story