ପ୍ରାର୍ଥୀ ହେବାର ଯୋଗ୍ୟତା ହରାଇଛି: ଜୀବନ ପ୍ରଦୀପ ଦାସ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): “ଗତ ସାଧାରଣ ନିର୍ବାଚନରେ ମୁଁ ହାରିଥିଲି। ଏହି ଆଧାରରେ ମୁଁ ଉପ-ନିର୍ବାଚନରେ ଲଢ଼ିବାର ଯୋଗ୍ୟତା ହରାଇଛି। ଦଳ ସ୍ଥିର କରିଥିବା ପ୍ରାର୍ଥୀତ୍ୱ ମାନଦଣ୍ଡ ଅନୁସାରେ ଯଦି ମୋର ଯୋଗ୍ୟତା ନାହିଁ, ତାହାହେଲେ ଆଉ ପ୍ରାର୍ଥୀ ରେସ୍‌ରେ ଦୌଡ଼ିବି କାହିଁକି?  ବାଲେଶ୍ୱର ସଦର ବିଧାନସଭା ଆସନର ଉପନିର୍ବାଚନରେ ଶାସକ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ନିଜ ସମ୍ପର୍କରେ ଏମିତି କହିଛନ୍ତି ଦଳର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ଆପଣଙ୍କୁ ଦଳ ଦୂରେଇ ଦେଇଥିବା […]

bjd

bjd

Manoranjan Sial
  • Published: Sunday, 11 October 2020
  • Updated: 11 October 2020, 06:30 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): “ଗତ ସାଧାରଣ ନିର୍ବାଚନରେ ମୁଁ ହାରିଥିଲି। ଏହି ଆଧାରରେ ମୁଁ ଉପ-ନିର୍ବାଚନରେ ଲଢ଼ିବାର ଯୋଗ୍ୟତା ହରାଇଛି। ଦଳ ସ୍ଥିର କରିଥିବା ପ୍ରାର୍ଥୀତ୍ୱ ମାନଦଣ୍ଡ ଅନୁସାରେ ଯଦି ମୋର ଯୋଗ୍ୟତା ନାହିଁ, ତାହାହେଲେ ଆଉ ପ୍ରାର୍ଥୀ ରେସ୍‌ରେ ଦୌଡ଼ିବି କାହିଁକି?  ବାଲେଶ୍ୱର ସଦର ବିଧାନସଭା ଆସନର ଉପନିର୍ବାଚନରେ ଶାସକ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ନିଜ ସମ୍ପର୍କରେ ଏମିତି କହିଛନ୍ତି ଦଳର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ।

ବାଲେଶ୍ୱର ଆପଣଙ୍କୁ ଦଳ ଦୂରେଇ ଦେଇଥିବା ଆଲୋଚନା ନେଇ ଶ୍ରୀ ଦାସ କହିଛନ୍ତି-‍“ନା ମୋତେ ଦଳ ଦୂରେଇ ଦେଇଛି, ନା ମୁଁ ଦଳଠାରୁ ଦୂରେଇ ରହିଛି। ଦଳର ବାଡ଼ ବଡ଼ କାର୍ଯ୍ୟକ୍ରମରେ ଯୋଗଦେଉଛି। ହେଲେ ଛୋଟ ଛୋଟ୍‌ କାର୍ଯ୍ୟକ୍ରମଠାରୁ ମୁଁ ନିଜକୁ ଦୂରେଇ ରଖୁଛି। ଦଳର ଯେତିକି କାର୍ଯ୍ୟ କରିବା କଥା ବର୍ତ୍ତମାନ ସୁଦ୍ଧା କରୁଛି।”

ନଭେମ୍ୱର ୩ ତାରିଖରେ ହେବ ବାଲେଶ୍ୱର ସଦର ଉପନିର୍ବାଚନ। ଏହା ପୂର୍ବରୁ ଆଜି ବିଜେପି ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରିଛି। ମାତ୍ର ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ବିଜେଡିରୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ଓଲିଉଡ୍‌ ଷ୍ଟାର ଅରିନ୍ଦମ ରୟଙ୍କ ନାଁ ଚର୍ଚ୍ଚାରେ ରହିଥିଲେ। ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଜୀବନ ନିଜକୁ ରେସରୁ ଦୂରେଇ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story