ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି। ବୋର୍ଡର ଅଧିକୃତ ୱେବସାଇଟ୍‌ CISCE.ORGକୁ ଯାଇ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ତେବେ କରୋନା ସ୍ଥିତିକୁ ନେଇ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମେରିଟ୍‌ ଲିଷ୍ଟ ଜାରି କରାଯାଇ ନାହିଁ। କରୋନା ଭାଇରସ୍‌ ବ୍ୟାପିବା କାରଣରୁ ଗତ ମାର୍ଚ୍ଚ ୧୯ରୁ […]

exam

exam

Manoranjan Sial
  • Published: Friday, 10 July 2020
  • Updated: 10 July 2020, 06:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି। ବୋର୍ଡର ଅଧିକୃତ ୱେବସାଇଟ୍‌ CISCE.ORGକୁ ଯାଇ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ତେବେ କରୋନା ସ୍ଥିତିକୁ ନେଇ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମେରିଟ୍‌ ଲିଷ୍ଟ ଜାରି କରାଯାଇ ନାହିଁ।

କରୋନା ଭାଇରସ୍‌ ବ୍ୟାପିବା କାରଣରୁ ଗତ ମାର୍ଚ୍ଚ ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ICSEର ସମସ୍ତ ବାକିଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ଯାହାକୁ ନେଇ ଫଳ ପ୍ରକାଶନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏମିତିକି ମାମଲା ସୁପ୍ରିମକୋର୍ଟ ଯାଏଁ ଯାଇଥିଲା। ତେବେ ସର୍ବୋଚ୍ଚ କୋର୍ଟ ପୂର୍ବ ପରୀକ୍ଷା ଗୁଡ଼ିକର ମାର୍କ ଆଧାରରେ ଫାଇନାଲ୍‌ ରେଜଲ୍‌ଟ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story