ଜେଇ ଜୟକାନ୍ତଙ୍କ ପତ୍ନୀ କହିଲେ- ଆମ ଜୀବନ ପ୍ରତି ବିପଦ ଅଛି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ ଘଟଣାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଲିସ୍‌ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ତାଙ୍କ (ଜୟକାନ୍ତଙ୍କ) ପତ୍ନୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କହିଛନ୍ତି,“ଗତ ୬ ତାରିଖରୁ ଏତଲା ଦିଆଯାଇଥିଲେ ବି ପୁଲିସ ଏଯାଏ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି। ପୁଲିସ୍ ପୂରା ଚୁପ୍‌ ବସିଛି। ସେଥିପାଇଁ ମୋତେ ଦୁଃଖ […]

jee

jee

Jitendra Garnayak
  • Published: Saturday, 08 June 2019
  • Updated: 08 June 2019, 02:29 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ ଘଟଣାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଲିସ୍‌ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ତାଙ୍କ (ଜୟକାନ୍ତଙ୍କ) ପତ୍ନୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।

ସେ କହିଛନ୍ତି,“ଗତ ୬ ତାରିଖରୁ ଏତଲା ଦିଆଯାଇଥିଲେ ବି ପୁଲିସ ଏଯାଏ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି। ପୁଲିସ୍ ପୂରା ଚୁପ୍‌ ବସିଛି। ସେଥିପାଇଁ ମୋତେ ଦୁଃଖ ଲାଗୁଛି। ଆମ ଜୀବନ ପ୍ରତି ବିପଦ ରହିଛି। ପୁଲିସ୍ ଶୀଘ୍ର ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।”

ଜୟକାନ୍ତଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଉଥିବା ଭିଜୁଆଲ୍ ଭାଇରାଲ୍‌ ହେବା ପରେ ତାଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ। ପାଟଣାଗଡ଼ ଥାନା ପୁଲିସ୍ ଆଇପିସି ସହିତ ଏସ୍‌ସି ଓ ଏସ୍‌ଟି ଆକ୍ଟରେ ତାଙ୍କ ନାଁରେ ମାମଲା ବି ରୁଜୁ କରିଛି।

ସୂଚନାଯୋଗ୍ୟ, ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ବିଧାୟକ ସରୋଜ ମେହେର ନିଜେ ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡକୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ ମଧ୍ୟରେ ଶହେ ଥର ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏନେଇ ଟିଭିରେ ଖବର ପ୍ରସାରଣ ହେବା ପରେ ଜୟକାନ୍ତଙ୍କ ପତ୍ନୀ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ବିଧାୟକ ଓ ତାଙ୍କର କର୍ମୀମାନେ ଘରୁ ଡାକି ନେଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କୁ ଜାତିଆଣ ଆକ୍ଷେପ ସହ ଶାରୀରିକ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ ଗତକାଲି ବିଧାୟକ ସରୋଜ ମେହେର ଏ ଘଟଣା ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କର ଆଉ କିଛି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସହିତ ରାଜ୍ୟ ଡିପ୍ଲୋମା ଇଞ୍ଜିନିୟରର୍ସ ସଂଘ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story