ଛାତ ଉପରୁ ପଡ଼ିଗଲେ ୨୪ ବର୍ଷୀୟ ଯୁବକ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଘର ଛାତରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବଲାଙ୍ଗିର ସହରରେ। ମୃତ ଯୁବକଙ୍କ ନାଁ ଶିବୁ ଚିରଗୁନ। ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ସହରର ଗାନ୍ଧିନଗର ପଡ଼ା ପିଚୁ ହୋଟେଲ୍‌ ନିକଟରେ ଏହି ଅଘଟଣା ଘଟିଥିଲା। ଦୁଇଟି ଛାତ ଘର ମଝିରେ ଥିବା ଫାଙ୍କା ସ୍ଥାନରେ ଶିବ ଗଳି ପଡ଼ିଥିଲେ। ତେବେ ନିଜ ଘର ଛାତରୁ ଶିବୁ ପଡ଼ି ନଥିଲେ। ଘଟଣାଟି ଅପରାହ୍ନ ପ୍ରାୟ […]

bolangir

bolangir

Jitendra Garnayak
  • Published: Wednesday, 10 February 2021
  • Updated: 10 February 2021, 09:01 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଘର ଛାତରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବଲାଙ୍ଗିର ସହରରେ।

ମୃତ ଯୁବକଙ୍କ ନାଁ ଶିବୁ ଚିରଗୁନ। ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା।

ସହରର ଗାନ୍ଧିନଗର ପଡ଼ା ପିଚୁ ହୋଟେଲ୍‌ ନିକଟରେ ଏହି ଅଘଟଣା ଘଟିଥିଲା। ଦୁଇଟି ଛାତ ଘର ମଝିରେ ଥିବା ଫାଙ୍କା ସ୍ଥାନରେ ଶିବ ଗଳି ପଡ଼ିଥିଲେ। ତେବେ ନିଜ ଘର ଛାତରୁ ଶିବୁ ପଡ଼ି ନଥିଲେ।

ଘଟଣାଟି ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଥିଲା। ନିଜ ଘର ଠାରୁ ଏକ କିଲୋମିଟର ଦୂରରେ ଏକ ଘରୁ ଶିବୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଦୁଇଟି ଘର ଥିବାରୁ ସେ କେଉଁ ଘର ଉପରୁ ପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। କାରଣ ପଡ଼ିବା ଶବ୍ଦ ଶୁଣି ଲୋକେ ସେଠାକୁ ଯାଇଥିଲେ ଓ ଶିବୁ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଲୋକେ ଟାଉନ୍‌ ଥାନା ପୁଲିସ୍‌କୁ ଏ ନେଇ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅନ୍ୟପକ୍ଷରେ ଶିବୁଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟାଉନ୍‌ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story