ଏହି ସବୁ ରୁଟ୍‌ରେ ସବୁଦିନେ ଚାଲିବ ‘ମୋ ବସ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସପ୍ତାହର ସମସ୍ତ ୭ ଦିନରେ ଚଳାଚଳ କରିବ ମୋ ବସ୍। ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ ସପ୍ତାହର ସବୁଦିନେ ‘ମୋ ବସ୍’ ଚଳାଚଳ କରିବ। ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ରେ ଏହି ବସ୍‌ ସବୁଦିନେ ଚାଲିବ। ତେବେ ଏଥିପାଇଁ କିଛି କଡ଼ା ନିୟମ ବି କରାଯାଇଛି। […]

mo bus

mo bus

Jitendra Garnayak
  • Published: Tuesday, 01 September 2020
  • Updated: 01 September 2020, 02:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସପ୍ତାହର ସମସ୍ତ ୭ ଦିନରେ ଚଳାଚଳ କରିବ ମୋ ବସ୍। ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା।

ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ ସପ୍ତାହର ସବୁଦିନେ ‘ମୋ ବସ୍’ ଚଳାଚଳ କରିବ। ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ରେ ଏହି ବସ୍‌ ସବୁଦିନେ ଚାଲିବ।

ତେବେ ଏଥିପାଇଁ କିଛି କଡ଼ା ନିୟମ ବି କରାଯାଇଛି। ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ। ଛିଡ଼ା ହୋଇ କେହି ଯାଇପାରିବେନି। ସେହିପରି ଡିଜିଟାଲ ପେମେଣ୍ଟ ଦେବେ।

ଅନ୍ୟପକ୍ଷରେ ଆସନ୍ତାକାଲି ଠାରୁ ୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ କରିବ ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos