କୃଷି ଆଇନକୁ ବିରୋଧ : ଆସନ୍ତାକାଲି ୩ଘଣ୍ଟା ବନ୍ଦ ରହିବ ଚକଅଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଛି। ସଂଯୁକ୍ତ କିଷାନ ସଂଗଠନର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ଦୃଢ଼ ସମର୍ଥନ କରିଛି। ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କହିଛନ୍ତି ଯେ, ଏହି ୩ଘଣ୍ଟିଆ ପ୍ରତୀକାତ୍ମକ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଏହି ଚକଅଖ […]

akhaya

akhaya

Manoranjan Sial
  • Published: Friday, 05 February 2021
  • Updated: 06 February 2021, 07:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଛି। ସଂଯୁକ୍ତ କିଷାନ ସଂଗଠନର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ଦୃଢ଼ ସମର୍ଥନ କରିଛି।

ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କହିଛନ୍ତି ଯେ, ଏହି ୩ଘଣ୍ଟିଆ ପ୍ରତୀକାତ୍ମକ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଏହି ଚକଅଖ ଜାମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରି କହିଛନ୍ତି ଯେ, କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ। ୭୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସରକାର ସେମାନଙ୍କ ଦାବି ଶୁଣୁନାହାନ୍ତି। ଆନ୍ଦୋଳନ ସ୍ଥଳରେ ୧୦୦ରୁ ଅଧିକ ଲୋକ ମଲେଣି। ତେଣୁ ବନ୍ଦକୁ କଂଗ୍ରେସ ସମର୍ଥନ କରୁଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ତାରିଖରେ ମଧ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚାଷୀ ନେତା ସୁରେଶ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ଲକ,ଜିଲ୍ଲାସ୍ତର ସମେତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚକଅଖ ଜାମ କରାଯିବ। ତେବେ ଏହା ଭାରତ ବନ୍ଦ କି ଓଡ଼ିଶା ବନ୍ଦ ଭଳି ନୁହେଁ। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ୩ଘଣ୍ଟା ପାଇଁ ରାସ୍ତାରେ ଗାଡ଼ିମୋଟର ବନ୍ଦ କରାଯିବ। ରାସ୍ତାରେ ଚକଅଖ ଜାମକୁ ଛାଡ଼ିଦେଲେ ଅନ୍ୟ କୌଣସି ସେବା ପ୍ରଭାବିତ ହେବ ନାହିଁ। ଦୋକାନବଜାର ଓ ଅଫିସ ସ୍ୱାଭାବିକ ରହିବ ତଥା ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story