ମୟୂରଭଞ୍ଜ: ବିଷୋଇ ନିକଟରେ ବାୟୁସେନା ଫାଇଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସୁରକ୍ଷିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଷୋଇ ଥାନା ଅଞ୍ଚଳରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣଗ୍ରସ୍ତ ବିମାନଟି ବାୟୁସେନାର ଆଡଭାନ୍ସ ଜେଟ୍ ଟ୍ରେନର ବିମାନ ବୋଲି ଜଣାପଡ଼ିଛି। ଏହାର ନାମ ‘ହକ୍’ ଆଡଭାନ୍ସ ଜେଟ୍ ଟ୍ରେନର ବିମାନ ଏ-୩୪୯୨। ବିଶୋଇ କରଞ୍ଜିଆ ରାସ୍ତାର କୁଦରସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଏକ ଖୋଲା ପଡ଼ିଆରେ ପଡ଼ିଥିବାରୁ ଏଥିରେ କୌଣସି ସାଧାରଣ ଲୋକ […]

hlk-helicapter

hlk-helicapter

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 12:05 PM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଷୋଇ ଥାନା ଅଞ୍ଚଳରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣଗ୍ରସ୍ତ ବିମାନଟି ବାୟୁସେନାର ଆଡଭାନ୍ସ ଜେଟ୍ ଟ୍ରେନର ବିମାନ ବୋଲି ଜଣାପଡ଼ିଛି। ଏହାର ନାମ ‘ହକ୍’ ଆଡଭାନ୍ସ ଜେଟ୍ ଟ୍ରେନର ବିମାନ ଏ-୩୪୯୨। ବିଶୋଇ କରଞ୍ଜିଆ ରାସ୍ତାର କୁଦରସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଏକ ଖୋଲା ପଡ଼ିଆରେ ପଡ଼ିଥିବାରୁ ଏଥିରେ କୌଣସି ସାଧାରଣ ଲୋକ ହତାହତ ହୋଇ ନାହାନ୍ତି କି ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇନାହିଁ।

aircrash-1

ବିମାନଟି ପଶ୍ଚିମବଙ୍ଗର କଲାଇକୋଣ୍ଡାରୁ ସ୍ଥାନୀୟ ଉଡ଼ାଣ କରୁଥିଲା। ଏହି ଲଢୁଆ ବିମାନଟିରେ ଟ୍ରେନି ପାଇଲଟଙ୍କୁ ଉଡ଼ାଣ ତାଲିମ ଦିଆଯାଉଥିଲା। ତେବେ ବିମାନଟିର ଇଞ୍ଜିନରେ ତ୍ରୁଟି କାରଣରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଦିନ ଗୋଟାଏ ୨୦ରୁ ଗୋଟାଏ ୪୦ ମିନିଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସେପଟେ ଦୁର୍ଘଟଣା ପରେ ଏଠାରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। କଲେଇକୋଣ୍ଡାରୁ ବାୟୁସେନାର ଆଉ ଏକ ହେଲିକପଟର ପହଞ୍ଚିଥିଲା। ଆହତ ଦୁଇ ପାଇଲଟଙ୍କୁ ବାରିପଦା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ କୋଲକାତା ନିଆଯାଇଛି। ଦୁଇ ପାଇଲଟଙ୍କ ନାଁ ସଚିନ ଓ ସିନ୍ଧାନ୍ତ ବୋଲି ଜଣାପଡ଼ିଛି।

aircrash-2

ବାୟୁସେନାର ଏହି ବିମାନଟି ପଶ୍ଚିମବଙ୍ଗର ଖଡ଼ଗପୁର ନିକଟସ୍ଥ କଲାଇକୋଣ୍ଡା ଆର୍ମି ବେସରୁ ଉଡ଼ାଣ ଆରମ୍ଭ କରିଥିଲା। ଏହି ବିମାନଟି ତାଲିମ ବିମାନ ହୋଇଥିବା ବେଳେ ଏଥିରେ ନୂଆ ପାଇଲଟଙ୍କୁ ଅଭିଜ୍ଞ ପାଇଲଟ ତାଲିମ ଦେଉଥିଲେ।

aircrash-3

ଏହି ଲଢୁଆ ବିମାନ ଫେବ୍ରୁଆରି ୨୦୦୮ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହା ହେଉଛି ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଲଢୁଆ ବିମାନ। ଏହା ବିଶେଷତଃ ଟ୍ରେନିଂ ପାଇଁ ବ୍ୟବହାର କରାଯାଏ। ବିଶ୍ୱର ୧୯ଟି ଦେଶର ବାୟୁସେନା ଏହି ବିମାନ ବ୍ୟବହାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story