ଉପନିର୍ବାଚନ : ସର୍ବାଧିକ ୩୦ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ତାରିଖରେ ହେବାକୁ ଥିବା ରାଜ୍ୟର ୨ଟି ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ପଞ୍ଜୀକୃତ ଜାତୀୟ ଓ ଆଂଚଳିକ ରାଜନୀତିକ ଦଳ ସର୍ବାଧିକ ୩୦ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ମଇଦାନକୁ ଓହ୍ଲାଇ ପାରିବେ। ଜାତୀୟ ନିର୍ବାଚନ କମିଶନ ଏନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। କମିଶନଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନ୍ ଅନୁସାରେ ସମସ୍ତ ପଞ୍ଜିକୃତ ଜାତୀୟ […]

89bn

89bn

Tapas Behera
  • Published: Thursday, 08 October 2020
  • Updated: 08 October 2020, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ତାରିଖରେ ହେବାକୁ ଥିବା ରାଜ୍ୟର ୨ଟି ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ପଞ୍ଜୀକୃତ ଜାତୀୟ ଓ ଆଂଚଳିକ ରାଜନୀତିକ ଦଳ ସର୍ବାଧିକ ୩୦ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ମଇଦାନକୁ ଓହ୍ଲାଇ ପାରିବେ। ଜାତୀୟ ନିର୍ବାଚନ କମିଶନ ଏନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।
କମିଶନଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନ୍ ଅନୁସାରେ ସମସ୍ତ ପଞ୍ଜିକୃତ ଜାତୀୟ ଓ ଆଂଚଳିକ ଦଳ ସର୍ବାଧିକ ୩୦ଜଣଙ୍କୁ ଷ୍ଟାର କ୍ୟାମ୍ପେନର ଓ ଅଣପଞ୍ଜିକୃତ ଦଳ ସର୍ବାଧିକ ୧୫ଜଣଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବ। ପୂର୍ବରୁ ଏହି ସଂଖ୍ୟା ଯଥାକ୍ରମେ ୪୦ ଓ ୨୦ ରହିଥିଲା। ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ତାଲିକାକୁ ରାଜନୀତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାର  ୧୦ଦିନ ମଧ୍ୟରେ ଦାଖଲ କରିପାରିବେ। ପୂର୍ବରୁ ଏହି ଅବଧି ସର୍ବାଧିକ ୭ଦିନ ରହିଥିଲା।

ଷ୍ଟାର କ୍ୟାମ୍ପେନର ପ୍ରଚାର ପାଇଁ ଯିବାର ୪୮ଘଣ୍ଟା ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ। ଯାହାଫଳରେ ତାଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇପାରିବ।
ସେହିପରି ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଓ ସଭା ନିମନ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଭାବେ ଖୋଲା ସ୍ଥାନ ଚିହ୍ନଟ କରିବ। ଯେଉଁଠାରେ ସାମାଜିକ ଦୂରତ୍ୱ ଓ କୋଭିଡ୍ ନିୟମକୁ ପାଳନ କରି ସଭା କରାଯାଇପାରିବ ବୋଲି କମିଶନ ତାଙ୍କ ଚିଠିରେ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ନଭେମ୍ବର ୩ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story