ୱେଲକମ୍‌ ଫଙ୍କସନ୍‌ ବିବାଦକୁ ନେଇ କଲେଜ ଛାତ୍ରଙ୍କୁ ଛୁରାମାଡ଼

ଭଦ୍ରକ (ପାର୍ଥ ସାରଥୀ ନାୟକ): ୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ କରିଛନ୍ତି ଜଣେ ଅଣଛାତ୍ର। ଏହି ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଇଞ୍ଜିନିୟରିଂ କଲେଜରେ। ଆହତ ଛାତ୍ରଙ୍କ ନାଁ ଦୀପକ ମାଝୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏହି କଲେଜର ଏମ୍‌ବିଏ ବିଭାଗରେ ୱେଲକମ୍ ଫଙ୍କସନ୍ ହୋଇଥିଲା। ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରମାନେ ଏହାକୁ ପରିଚାଳନା କରିଥିଲେ। […]

victim

victim

Jitendra Garnayak
  • Published: Friday, 13 May 2022
  • Updated: 13 May 2022, 10:01 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ୱେଲକମ ଫଙ୍କସନକୁ ନେଇ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପୁଣି ଛୁରାମାଡ଼ କରିଛନ୍ତି ଜଣେ ଅଣଛାତ୍ର। ଏହି ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଇଞ୍ଜିନିୟରିଂ କଲେଜରେ।

ଆହତ ଛାତ୍ରଙ୍କ ନାଁ ଦୀପକ ମାଝୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଏହି କଲେଜର ଏମ୍‌ବିଏ ବିଭାଗରେ ୱେଲକମ୍ ଫଙ୍କସନ୍ ହୋଇଥିଲା। ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରମାନେ ଏହାକୁ ପରିଚାଳନା କରିଥିଲେ। ତେବେ ଫଙ୍କସନ୍ ପରିଚାଳନାକୁ ନେଇ ଦୀପକ ଓ ଅନ୍ୟ ଜଣେ ଛାତ୍ର ବିକାଶ ମହାପାତ୍ରଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

ଫଙ୍କସନ ସରିବା ପରେ ଦୀପକ ବାହାରକୁ ଆସିଥିବା ବେଳେ ଦୁଇ ଜଣ ଅଣଛାତ୍ରଙ୍କୁ ସେଠାରେ ପହଞ୍ଚିଥିଲେ। ସେମାନେ ଦୀପକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ଭିତରେ ସେମାନଙ୍କ ମଧ୍ୟରୁ ଜଣେ ଦୀପକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଦୀପକ କହିଛନ୍ତି, ବିକାଶ ଉକ୍ତ ଦୁଇ ସ୍ଥାନୀୟ ପିଲାଙ୍କୁ ମୋତେ ମାରିବା ପାଇଁ ଡକାଇଥିଲା। ମୁଁ କଲେଜରୁ ବାହାରିବା ବେଳେ ସେ ସେମାନଙ୍କୁ ଫୋନ୍ କରିଥିଲା। ବିକାଶ ଫଙ୍କସନ ପାଇଁ ଉଦ୍ଦିଷ୍ଟ ପଇସା ଖାଇ ଯାଇଥିଲା। ତେଣୁ ତା’ଠାରୁ ଦାୟିତ୍ୱ କାଢ଼ି ସବୁ ପିଲାଙ୍କୁ ଦାୟିତ୍ୱ ନେବାକୁ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ କହିଥିଲେ। ହାତରୁ ଫଙ୍କସନ୍ ଟଙ୍କ ଚାଲି ଯିବା ପରେ ସେ ସମସ୍ତଙ୍କ ଉପରେ ରାଗ ରଖିଥିଲା। ଏହି କଥାକୁ ନେଇ ସେ ସ୍ଥାନୀୟ ପିଲାଙ୍କୁ କହି ମୋ ଉପରେ ଆକ୍ରମଣ କରିଛି।

ଖବର ଲେଖାଯିବା ବେଳକୁ ଏହି ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇ ନଥିବା ବେଳେ କଲେଜ କର୍ତ୍ତୃପକ୍ଷ କିମ୍ବା ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story