ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଧାନ ବସ୍ତା ରଖି ଆଦିବାସୀ ମହାସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି। ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି। ୧୫ରୁ୨୦ ଦିନ ହେବ ମଣ୍ଡିରେ ଧାନ ପଡ଼ି ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ତେଣୁ ଆଜି ଚାଷୀମାନେ ୧୦ଟି ମଣ୍ଡିରୁ ଧାନବସ୍ତା ଆଣି ରାସ୍ତା ଉପରେ ରଖି ଅବରୋଧ କରିଛନ୍ତି। ଗତ ୮ […]

bloakade

bloakade

Jitendra Garnayak
  • Published: Thursday, 10 January 2019
  • Updated: 10 January 2019, 11:05 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଧାନ ବସ୍ତା ରଖି ଆଦିବାସୀ ମହାସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି। ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି।

୧୫ରୁ୨୦ ଦିନ ହେବ ମଣ୍ଡିରେ ଧାନ ପଡ଼ି ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ତେଣୁ ଆଜି ଚାଷୀମାନେ ୧୦ଟି ମଣ୍ଡିରୁ ଧାନବସ୍ତା ଆଣି ରାସ୍ତା ଉପରେ ରଖି ଅବରୋଧ କରିଛନ୍ତି।

ଗତ ୮ ତାରିଖରେ ଆଦିବାସୀ ମହାସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ, ଜିଲ୍ଲାର ସମସ୍ତ ମଣ୍ଡିରେ ସମସ୍ୟା ଦେଖିବାକୁ ମିଳୁଛି। ମିଲ୍‌ ମାଲିକମାନେ ମଣ୍ଡିରୁ ଠିକ୍‌ ସମୟରେ ଧାନ ଉଠାଉ ନାହାନ୍ତି। ଫଳରେ ମାସ ମାସ ଧରି ଧାନବସ୍ତା ଗୁଡ଼ିକ ସେଠାରେ ପଡ଼ି ରହୁଛି। ଏଥିଯୋଗୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ସେମାନେ ଚୋରି, ଡକାୟତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଚାଷୀମାନେ ଧାନର ଉପଯୁକ୍ତ ପ୍ରାପ୍ୟ ଠିକ୍ ସମୟରେ ପାଇପାରୁ ନାହାନ୍ତି ଏବଂ ଦଲାଲମାନଙ୍କ ଶିକାର ହେଉଛନ୍ତି।

ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ, ଦଲାଲମାନେ ଜମିହୀନ ହୋଇ ମଧ୍ୟ ମିଲ୍ ମାଲିକ ଓ ସମବାୟ ସମିତିର କର୍ମଚାରୀମାନଙ୍କ ସହ ସୁସମ୍ପର୍କ ରଖି ପ୍ରତ୍ୟେକ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ଦେଇପାରୁଛନ୍ତି। ହେଲେ ପ୍ରକୃତ ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଚାଷୀ ନିରୂପାୟ ହୋଇ ଦଲାଲମାନଙ୍କ ପାଖରେ କମ୍ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।

ଏହାର ସମାଧାନ କରା ନ ଗଲେ ୧୦ ତାରିଖଠାରୁ (ଆଜିଠାରୁ) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରେ ଧାନ ବସ୍ତା ରଖି ମାଲକାନଗିରି ଜିଲ୍ଲାକୁ ବନ୍ଦ କରି ଦିଆଯିବ ବୋଲି ଆଦିବାସୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story