ଆଜି ୪ ଜିଲ୍ଲାରେ ହୋଇପାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହି ଜିଲ୍ଲା ଗୁଡ଼ିକରେ ଅପରାହ୍ଣ ୩ଟା ୩୦ ଯାଏ ସତର୍କ ରହିବାକୁ କୁହାଯାଇଛି। ଏହି ମସୟରେ ହାଲ୍‌କା ବର୍ଷା ହେବା […]

lighting

Jyoshna Pradhan
  • Published: Tuesday, 21 May 2019
  • , Updated: 21 May 2019, 02:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି।

ଏହି ଜିଲ୍ଲା ଗୁଡ଼ିକରେ ଅପରାହ୍ଣ ୩ଟା ୩୦ ଯାଏ ସତର୍କ ରହିବାକୁ କୁହାଯାଇଛି। ଏହି ମସୟରେ ହାଲ୍‌କା ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Related story