କଂସା ବୁଡ଼େଇଦେଲା କଂସା କାରିଗରଙ୍କ ବେଉସା !

ବ୍ରହ୍ମପୁର(ଜଗନ୍ନାଥ ସାହୁ): କଂସା ତିଆରି କଲେ ପରିବାର ଚଳେ। ଦିନ ଯାକର ପରିଶ୍ରମ ପରେ ଯାହା ମିଳେ ସେଥିରେ ଚଳେ ଘର। ହେଲେ ଏବେ ବ୍ରହ୍ମପୁରର କଂସା କାରିଗରଙ୍କ କୌଳିକ ବୃତ୍ତି ବିପଦରେ। ବ୍ରହ୍ମପୁରରେ ଦୀର୍ଘ  ୬୦ରୁ ୭୦ ବର୍ଷ ଧରି କଂସା ଓ ପିତଳ ବାସନ କାମ କରି ୫ ଶହରୁ ଅଧିକ କଂସା କାରିଗର ନିଜ ଜୀବିକା ନିର୍ବାହ କରି ଆସୁଛନ୍ତି। ସହରର ବଡ଼ ଠାକୁରାଣୀ ମନ୍ଦିର, ପାଣିଗ୍ରାହୀ ପେଣ୍ଠ ସାହି ଓ କୁଠାରୀ […]

541

541

Tapas Behera
  • Published: Tuesday, 02 July 2019
  • Updated: 02 July 2019, 12:42 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): କଂସା ତିଆରି କଲେ ପରିବାର ଚଳେ। ଦିନ ଯାକର ପରିଶ୍ରମ ପରେ ଯାହା ମିଳେ ସେଥିରେ ଚଳେ ଘର। ହେଲେ ଏବେ ବ୍ରହ୍ମପୁରର କଂସା କାରିଗରଙ୍କ କୌଳିକ ବୃତ୍ତି ବିପଦରେ। ବ୍ରହ୍ମପୁରରେ ଦୀର୍ଘ  ୬୦ରୁ ୭୦ ବର୍ଷ ଧରି କଂସା ଓ ପିତଳ ବାସନ କାମ କରି ୫ ଶହରୁ ଅଧିକ କଂସା କାରିଗର ନିଜ ଜୀବିକା ନିର୍ବାହ କରି ଆସୁଛନ୍ତି। ସହରର ବଡ଼ ଠାକୁରାଣୀ ମନ୍ଦିର, ପାଣିଗ୍ରାହୀ ପେଣ୍ଠ ସାହି ଓ କୁଠାରୀ ମନ୍ଦିର ନିକଟରେ କଂସାରୀ ସମ୍ପ୍ରଦାୟର ଲୋକେ ରହି ଆସୁଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏମାନେ କାମ କରିଥାନ୍ତି। ନୂଆ ଓ ପୁରୁଣା ପିତଳ ଓ କଂସା ସାମଗ୍ରୀକୁ ହାତୁଡିରେ ପିଟି ପିଟି ଚମକାଇଥାନ୍ତି ଏହି କାରିଗର। ହେଲେ କଂସାରୀ ଶାଳରୁ ବାହାରୁଥିବା ପ୍ରଚଣ୍ଡ ଶବ୍ଦକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। କାରଣ ଏହି କାମ ବେଳେ ଏଥିରୁ ବାହାରୁଥିବା ପ୍ରଚଣ୍ଡ ଶବ୍ଦକୁ ନେଇ ଏବେ ଅସନ୍ତୁଷ୍ଟ ସ୍ଥାନୀୟ ଲୋକେ। ଏଥିରେ ପାଠପଢାରେ ବ୍ୟାଘାତ ସହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଥିବା ଲୋକେ କହିଛନ୍ତି। ଶଦ୍ଦ ପ୍ରଦୂଷଣ ହେବା ସହ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଏହା ଏବେ ସମସ୍ୟା ପାଲଟିଛି। ତେଣୁ ପ୍ରଶାସନ ନିକଟରେ ଏନେଇ ଲୋକେ ଫେରାଦ ହୋଇଛନ୍ତି ।

ଏନେଇ କଂସା କାରିଗର ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି,“ କଂସାରୀ କାମ କଲେ ଶବ୍ଦ ପ୍ରଦୂଷଣ ହେଉଛି। ତେଣୁ ସୁରକ୍ଷା କେମିତି ନିଆଯିବ ସେ ବିଷୟରେ ଆମର କିଛି ଜ୍ଞାନ ନାହିଁ। ଆମକୁ ଯଦି ସେ ସମ୍ପର୍କରେ ଯାହା ଗାଇଡ୍ ଲାଇନ୍‌ ଦିଆଯାଏ। ତେବେ ସେହି ଅନୁସାରେ କାମ କରିବାକୁ ଆମେ ରାଜି।”

ଅଭିଯୋଗକାରୀ ମଦନ ମୋହନ ପାଢୀ କହିଛନ୍ତି,“ କଂସା କାରିଗରଙ୍କ ଏହା କୌଳିକ ବୃତ୍ତି ହୋଇଥିବାରୁ ଆମେ ବାଧା ଦେବାକୁ ଚାହୁଁ ନାହୁଁ। ହେଲେ ଅନ୍ୟ ଲୋକମାନେ କିପରି ଶାନ୍ତିରେ ରହିପାରିବେ ସେ ନେଇ ଦୃଷ୍ଟି ଦେବାକୁ ପଡ଼ିବ। କାରଣ ଶଦ୍ଦ ପ୍ରଦୂଷଣ ଏବେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ପ୍ରଶାସନ ପଦକ୍ଷେପ ନେଇ ଏଠାରୁ କଂସା କାରିଗରଙ୍କୁ ସ୍ଥାନାନ୍ତର କରନ୍ତୁ ନହେଲେ ଶବ୍ଦ କିପରି କମ୍ ହେବ ସେଥିପ୍ରତି ଚେଷ୍ଟା କରନ୍ତୁ।”

ଅଭିଯୋଗ ପରେ ଶବ୍ଦ ପ୍ରଦୂଷଣ ଯାଞ୍ଚ କରି କଂସାରୀ ଶାଳ ବନ୍ଦ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ତେବେ ବୃତ୍ତିକୁ ନେଇ କଂସାରୀ ସମ୍ପ୍ରଦାୟ ଅନୁରୋଧ ପରେ ପୁଣି ଖୋଲିଛି ଶାଳ। ତେବେ କଂସାରୀ ଶାଳରୁ ବାହାରୁଥିବା ଶବ୍ଦକୁ କମ୍ କରିବାକୁ ଲୋକେ ଦାବି କରିଛନ୍ତି। ନଚେତ୍‌ ଆଗକୁ ପୁଣିଥରେ ଆଇନର ଆଶ୍ରୟ ନେବେ ବୋଲି ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ଏହି ସମସ୍ୟାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ କହିଛନ୍ତି,“ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ କଂସାରୀ ଶାଳ ବନ୍ଦ କରି ଦିଆଯାଇଥିଲା। ହେଲେ ସେମାନଙ୍କର ଏହା କୌଳିକ ବୃତ୍ତି ହେଇଥିବାରୁ ପୁଣି କଂସାରୀ ଶାଳ ଖୋଲିଛି। ହେଲେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story