ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଆଉ ଜଣେ ଯୁବତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ବଢୁଛି ‘ମି-ଟୁ’ ଅଭିଯୋଗର ତାଲିକା। ଆଜି ଗାରୁଶା କାଟୋଚ୍ ନାମ୍ନୀ ଆଉ ଜଣେ ଯୁବତୀ ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୫ ବର୍ଷ ତଳେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ନିଜ ଟ୍ୱିଟର ପେଜ୍‌ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଜେଡିସିଏରେ ଇଣ୍ଟର୍ନସିପ୍ କରିବା ବେଳେ ଯତୀନ ତାଙ୍କୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଗାରୁଶା। […]

jatin-das

jatin-das

Manoranjan Sial
  • Published: Wednesday, 17 October 2018
  • Updated: 17 October 2018, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ବଢୁଛି ‘ମି-ଟୁ’ ଅଭିଯୋଗର ତାଲିକା। ଆଜି ଗାରୁଶା କାଟୋଚ୍ ନାମ୍ନୀ ଆଉ ଜଣେ ଯୁବତୀ ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୫ ବର୍ଷ ତଳେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ନିଜ ଟ୍ୱିଟର ପେଜ୍‌ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।

ଜେଡିସିଏରେ ଇଣ୍ଟର୍ନସିପ୍ କରିବା ବେଳେ ଯତୀନ ତାଙ୍କୁ ଘରକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ଗାରୁଶା।

ଗାରୁଶାଙ୍କ ପୂର୍ବରୁ ଗତକାଲି ଯତୀନଙ୍କ ନାଁରେ ମହିଳା ଉଦ୍ୟୋଗୀ ତଥା ପରିବେଶବିତ ନିଶା ବୋରା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ତେବେ ଅଭିଯୋଗକୁ ଗତକାଲି ଦୃଢ ଭାବେ ଖଣ୍ଡନ କରିଥିଲେ ଯତୀନ।

ସେପଟେ ଯତୀନଙ୍କ ଝିଅ ତଥା ଅଭିନେତ୍ରୀ ନନ୍ଦିତା ଦାସ ଏହି ପ୍ରସଙ୍ଗରେ ସୋଶାଲ୍‌ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି। ଫେସବୁକ୍ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି-“ପୂର୍ବରୁ ତାଙ୍କ ବାପା ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯଦି ବି କିଛି ଥାଏ, ତେବେ ସତ ନିଶ୍ଚୟ ସାମନାକୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story