୬ ଜିଲ୍ଲାରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ସମୟରେ ପରିବର୍ତ୍ତନ

କଟକ(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୬ଟି ଜିଲ୍ଲାରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ସମୟ ପରିବର୍ତ୍ତନ କରାଯାଇଛି । ପରୀକ୍ଷକମାନେ ସକାଳ ୭ଟା ୩୦ରୁ ୧୧ଟା ପର୍ଯ୍ୟନ୍ତ ଖାତା ଦେଖିବେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ  ମାର୍କ ଏଣ୍ଟ୍ରି କରାଯାଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଲାଙ୍ଗିର, ନୂଆପଡା, କେନ୍ଦୁଝର, କଳାହାଣ୍ଡି, ବରଗଡ ଓ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ଗ୍ରୀଷ୍ମପ୍ରବାହ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ […]

matric

matric

Niharika Rout
  • Published: Thursday, 28 May 2020
  • Updated: 28 May 2020, 09:14 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୬ଟି ଜିଲ୍ଲାରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ସମୟ ପରିବର୍ତ୍ତନ କରାଯାଇଛି । ପରୀକ୍ଷକମାନେ ସକାଳ ୭ଟା ୩୦ରୁ ୧୧ଟା ପର୍ଯ୍ୟନ୍ତ ଖାତା ଦେଖିବେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ  ମାର୍କ ଏଣ୍ଟ୍ରି କରାଯାଇପାରିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଲାଙ୍ଗିର, ନୂଆପଡା, କେନ୍ଦୁଝର, କଳାହାଣ୍ଡି, ବରଗଡ ଓ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଚିଠି ଲେଖାଯାଇଛି ।

ଗ୍ରୀଷ୍ମପ୍ରବାହ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।  ଅସହ୍ୟ ଗ୍ରୀଷ୍ମପ୍ରବାହ ହେଉଥିବାରୁ ଖାତା ଦେଖା ସମୟ ପରିବର୍ତ୍ତନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ଅନୁରୋଧ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos