କରୋନା ଲଢେଇରେ ଜୀବିକାକୁ ନେଇ ଚିନ୍ତାରେ ପ୍ରବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା ଲକ୍ଷ ଲକ୍ଷ ପ୍ରବାସୀ। ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କ’ଣ ହେବ ସେମାନଙ୍କ ରୋଜଗାରର  ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ […]

5bnm

5bnm

Niharika Rout
  • Published: Thursday, 28 May 2020
  • Updated: 28 May 2020, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା ଲକ୍ଷ ଲକ୍ଷ ପ୍ରବାସୀ। ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କ’ଣ ହେବ ସେମାନଙ୍କ ରୋଜଗାରର  ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେବ କି ତାହା ସବୁଠୁ ବ଼଼ଡ଼ ପ୍ରଶ୍ନ।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍‌ର ପାତ୍ରଗୁଡ଼ା ଗାଁ ସୁଦୂର ତେଲେଙ୍ଗାନାକୁ କାମ କରିବାକୁ ଯାଇଥିଲେ। ହେଲେ ଲକ୍‌ଡାଉନ୍ ଛଡ଼ାଇ ନେଇଛି ସେମାନଙ୍କ ଜୀବିକା। ଗାଁକୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଏବେ ପେଟପାଟଣା ଚିନ୍ତା । ହେଲେ ହାତରେ ଆଉ କାମଧନ୍ଦା ନାହିଁ।

ମାଲକାନଗିରି ଜିଲ୍ଲା ଏମ୍‌ଭି-୨୪ର ମଧୁ ଦାଶ । ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିବା ମଧୁ ଗାଁକୁ ଫେରିବା ପରେ ହାତରେ ଆଉ କାମ ନାହିଁ । ପରିବାର କିଭଳି ଚଳାଇବେ ତାକୁ ନେଇ ଚିନ୍ତାରେ। କେବଳ ଏ ଦୁଇ ଗାଁ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଏବେ ସମାନ ଚିତ୍ର ଏଭଳି ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ସହ ଜୀବିକା ପ୍ରଦାନ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା କର୍ମୀ ରାଜକିଶୋର ମିଶ୍ର ।

ଗୋଟିଏ ପଟେ କରୋନାର କୋରଡ଼ା ମାଡ଼ ଯୋଗୁଁ ରାଜ୍ୟରେ ଥିବା ଉଠାଦୋକାନୀ, ଛୋଟ ଛୋଟ ବେପାରୀଙ୍କ ବ୍ୟବସାୟ ଠପ୍  ହୋଇପଡ଼ିଛି। ଅନ୍ୟପଟେ ବଢ଼ିବାରେ ଲାଗିଛି ଘର ବାହୁଡ଼ା ଶ୍ରମିକଙ୍କ ସଂଖ୍ୟା।  ଏଯାଏଁ ପ୍ରାୟ ସାଢେ ୩ ଲକ୍ଷ ପ୍ରବାସୀ ଫେରିଥିବା ବେଳେ ଆହୁରି ୫ ଲକ୍ଷ ଆସିବାର ସମ୍ଭାବନା ଥିବା ସରକାର ଆକଳନ କରୁଛନ୍ତି । ଏତେ ସଂଖ୍ୟକ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story