ପୁଲିସ ଗାଡ଼ିରେ ପ୍ରସବ କଲେ ପ୍ରବାସୀ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ପୁଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ଟ୍ରେନ୍‌କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ ଗାଡ଼ିରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ। Today afternoon a pregnant lady travelling by Shramik express developed labour pain . […]

n-9876

n-9876

Tapas Behera
  • Published: Sunday, 24 May 2020
  • Updated: 24 May 2020, 07:47 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ପୁଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ଟ୍ରେନ୍‌କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ ଗାଡ଼ିରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ।
https://twitter.com/DGPOdisha/status/1264522749151608833?s=20

ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଶ୍ରମିକ ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମା ଓ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି। ପୋଲିସ ଭ୍ୟାନ୍‌ରେ ଶିଶୁ ଜନ୍ମ ନେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story