ତାମିଲନାଡୁରେ ବିକ୍ରି ହୋଇଛି ପୁଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ‘ଆଜ୍ଞା ମୋ କଥା ଟିକିଏ ଶୁଣନ୍ତୁ । ମୋ ଭେଣ୍ଡିଆ ପୁଅକୁ ଉଦ୍ଧାର କରନ୍ତୁ । ପେଟ ପାଇଁ ଦାଦନ ଖଟିବାକୁ ଯାଇ ମୋ ପୁଅ ଆଉ ଘରକୁ ଫେରିନି । ତାକୁ ବାହାର ରାଜ୍ୟରେ ବିକ୍ରି କରି ଦେଇଛନ୍ତି ।’ କାନ୍ଦି କାନ୍ଦି ଜଣେ ମହିଳା ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାହାକୁ ଦେଖୁଥିଲେ ଏମିତି ଗୁହାରି କରୁଥିଲେ। ଏହି ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଆମଦର୍ହ […]

dadana

dadana

Niranjan Mishra
  • Published: Friday, 15 July 2022
  • Updated: 15 July 2022, 06:26 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ‘ଆଜ୍ଞା ମୋ କଥା ଟିକିଏ ଶୁଣନ୍ତୁ । ମୋ ଭେଣ୍ଡିଆ ପୁଅକୁ ଉଦ୍ଧାର କରନ୍ତୁ । ପେଟ ପାଇଁ ଦାଦନ ଖଟିବାକୁ ଯାଇ ମୋ ପୁଅ ଆଉ ଘରକୁ ଫେରିନି । ତାକୁ ବାହାର ରାଜ୍ୟରେ ବିକ୍ରି କରି ଦେଇଛନ୍ତି ।’ କାନ୍ଦି କାନ୍ଦି ଜଣେ ମହିଳା ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାହାକୁ ଦେଖୁଥିଲେ ଏମିତି ଗୁହାରି କରୁଥିଲେ।

ଏହି ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଆମଦର୍ହ ଗାଁରେ। ତାଙ୍କ ନାଁ ଅପୁଚ୍ଛା ବରିହା। ତାଙ୍କ ୨୫ ବର୍ଷର ପୁଅ ଠଣସୁନ୍ଦର ବରିଗା ୬ ମାସ ତଳେ କାମ କରି ପରିବାର ଚଳାଇବା ଆଶାରେ ତାମିଲନାଡୁ ଯାଇଥିଲେ। ସେଠାରେ ଜଣେ ଦାଦନ ସର୍ଦ୍ଦାର ଅଧିକ ଟଙ୍କା ପାଉଣା ମିଳିବ କହି, ତାଙ୍କୁ ତିରପୁର ଠାରୁ ୧୫୦ କିଲୋମିଟର ଦୂର ଅଧୁର ଠାରେ ଥିବା ଏକ ଇଟା ଭାଟିରେ କାମ ଦେଇଥିଲା।

ଠଣସୁନ୍ଦର ସହିତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସେଠାରେ କାମରେ ନିୟୋଜିତ କରାଯାଇଥିଲା। କାମ କରିବାର କିଛିଦିନ ପରେ ହଠାତ୍ ଇଟାଭାଟି ମାଲିକ ଠଣସୁନ୍ଦର ଓ ଅନ୍ୟ ଦୁଇ ବ୍ୟକ୍ତିଙ୍କ ମୋବାଇଲ ଫୋନ ଏବଂ ଆଧାର କାର୍ଡ ନେଇ ଯାଇଥିଲେ। ଏହା ପରେ ଜୋରଜବରଦସ୍ତ ଦିନରାତି କାମ କରାଇଥିଲା। ଇଟାଭାଟି ମାଲିକର ନିର୍ଯାତନା ସହି ନପାରି ଠଣସୁନ୍ଦର ସହ କାମ କରୁଥିବା ଦୁଇଜଣ ବ୍ୟକ୍ତି କୌଶଳ କ୍ରମେ ସେଠାରୁ ଖସି ପଳାଇଥିଲେ। ସେଠାରୁ ଖସି ଆସିଥିବା ଯୁବକମାନେ ଆମଦର୍ହ ଗାଁକୁ ଆସି ଠଣସୁନ୍ଦର ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଠଣସୁନ୍ଦର ଇଟାଭାଟିରେ ଫସି ରହିଥିବା ସେମାନେ ସୂଚନା ଦେଇଥିଲେ। ତାଙ୍କୁ ଦାଦନ ସର୍ଦ୍ଦାର ଇଟାଭାଟି ମାଲିକ ନିକଟରେ ବିକ୍ରି କରିଦେଇଥିବା ସେମାନେ କହିଥିଲେ।

ଏହା ଜାଣିବା ପରେ ଅପୁଚ୍ଛା ବ୍ଲକ କାର୍ଯ୍ୟାଳୟ ଓ ଥାନାରେ ବାରମ୍ବାର ଏନେଇ ଜଣାଇ ପୁଅକୁ ଉଦ୍ଧାର କରିବା ନିମନ୍ତେ ନିବେଦନ କରିଛନ୍ତି। ହେଲେ ନିରାଶ ହୋଇ ଶେଷରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଃଖିନୀ ମାଆ ବଲାଙ୍ଗିର ଶ୍ରମ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story