ନ୍ୟାୟ ପାଇଁ ଧାରଣାରେ ବସିଲେ ଅନ୍ତଃସତ୍ତ୍ୱା ନାବାଳିକା

ଭଦ୍ରକ( ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା  ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ଅନ୍ତଃସତ୍ତ୍ୱା  କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ମାସେ ତଳେ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ପୁଲିସ୍‌ ତଦନ୍ତରେ ଅସହଯୋଗ କରୁଥିବା ନେଇ ଆଜି ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଭଦ୍ରକ ଏସ୍‌ପି ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ପୀଡିତାଙ୍କ ପରିବାରର ଅଭିଯୋଗ ଅନୁସାରେ,  ଗାଁର  […]

pregnancy

pregnancy

Jyoshna Pradhan
  • Published: Saturday, 03 August 2019
  • Updated: 03 August 2019, 02:51 PM IST

ଭଦ୍ରକ( ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା  ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ଅନ୍ତଃସତ୍ତ୍ୱା  କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ମାସେ ତଳେ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ପୁଲିସ୍‌ ତଦନ୍ତରେ ଅସହଯୋଗ କରୁଥିବା ନେଇ ଆଜି ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଭଦ୍ରକ ଏସ୍‌ପି ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି।

ପୀଡିତାଙ୍କ ପରିବାରର ଅଭିଯୋଗ ଅନୁସାରେ,  ଗାଁର  ବ୍ରଜ କିଶୋର ବିଶ୍ୱାଳ ନାମକ ଯୁବକ ବିବାହର ପ୍ରଲୋଭନ ଦେଖାଇ  ନାବାଳିକାଙ୍କ ସହ ସଂପର୍କ ରଖି ତାଙ୍କୁ ଅନ୍ତଃସତ୍ତ୍ୱା କରିଥିଲେ। ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଗାଁରେ ଜଣାଇଥିଲେ। ହେଲେ ଗାଁରେ ଘଟଣାର ସମାଧାନ ନହେବାରୁ  ବାଧ୍ୟ ହୋଇ ତିହିଡ଼ି ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ୍‌ ଏନେଇ କେବଳ ମାମଲା ରୁଜୁ କରି  ନୀରବ ବସିଥିବା ବେଳେ ଅଭିଯୁକ୍ତ ବାହାରେ ବୁଲୁଥିବା ନେଇ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ପୀଡ଼ିତାଙ୍କ ମାଆ କହିଛନ୍ତି,“ମୋ ଝିଅ ସହ ଦୁଷ୍କର୍ମ ହୋଇଛି। ଏହି ଘଟଣା ସମ୍ପର୍କରେ ଗାଁରେ ଜଣାଇଲି। ହେଲେ ଗାଁରେ ମଧ୍ୟ ନ୍ୟାୟ ମିଳିଲା ନାହିଁ। ଏହାପରେ ଆମେ ଥାନାରେ ଅଭିଯୋଗ କଲୁ। ପୁଲିସ୍ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ତେଣୁ ଆମେ ନ୍ୟାୟ ପାଇଁ ଏସ୍‌ପି ଅଫିସ୍ ଆଗରେ ଧାରଣାରେ ବସିଛୁ।”

ଏହି ଘଟଣା ସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story