ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି‌, ୨୦ରୁ ଅଧିକ ଆହତ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିବା ବେଳେ ଓଲଟି ପଡ଼ିଲା ମିନିଟ୍ରକ୍‌। ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମ ନିକଟରେ ଘଟିଛି। ବିବାହ ଭୋଜିରେ ଯୋଗଦେବା ପାଇଁ ଗୌଡ଼ଗୋଠ ନୂଆସାହି ଗାଁରୁ ୫୦ରୁ ଅଧିକ ବରଯାତ୍ରୀ ମିନିଟ୍ରକ୍‌ରେ ଗଜପତି ଜିଲ୍ଲା ଝରଣା ଗ୍ରାମକୁ ଯାଉଥିଲେ। ତେବେ ବୋରଦା ଗ୍ରାମ ନିକଟ ଜାମପଲ୍ଲୀ ଠାରେ ଗାଡିଟି ଭାରସାମ୍ୟ ହରାଇ […]

Bhanjanagar

Bhanjanagar

Manoranjan Sial
  • Published: Tuesday, 06 April 2021
  • Updated: 06 April 2021, 05:39 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିବା ବେଳେ ଓଲଟି ପଡ଼ିଲା ମିନିଟ୍ରକ୍‌। ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମ ନିକଟରେ ଘଟିଛି।

ବିବାହ ଭୋଜିରେ ଯୋଗଦେବା ପାଇଁ ଗୌଡ଼ଗୋଠ ନୂଆସାହି ଗାଁରୁ ୫୦ରୁ ଅଧିକ ବରଯାତ୍ରୀ ମିନିଟ୍ରକ୍‌ରେ ଗଜପତି ଜିଲ୍ଲା ଝରଣା ଗ୍ରାମକୁ ଯାଉଥିଲେ। ତେବେ ବୋରଦା ଗ୍ରାମ ନିକଟ ଜାମପଲ୍ଲୀ ଠାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ୨୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ବଡଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେପଟେ ବାଙ୍କେଶ୍ୱରୀ ଘାଟିରେ ଓଲଟି ପଡ଼ିଛି ପିକ୍‌ଅପ୍‌ ଭ୍ୟାନ। ଆଜି ସକାଳୁ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆ ଗ୍ରାମର ଏକ ପରିବାରର ୨୦ ଜଣ ଏକ ପିକଅପ ଭ୍ୟାନରେ ମୁଣ୍ଡନ ହେବାକୁ ଯାଉଥିଲେ। ବାଙ୍କେଶ୍ୱରୀ ଘାଟିର କିଛି ଦୂର ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଦିଆଯାଇଛି। ଖବର ପାଇ ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଦିଗପହଣ୍ଡି ତହସିଲଦାର ଦିଗପହଣ୍ଡି ମେଡିକାଲରେ ପହଂଚି ଗୁରୁତର ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story