ସର୍ବନିମ୍ନ ମାସିକ ଭତ୍ତା ୭୫୦ଟଙ୍କା ହେବ, ଉପକୃତ ହେବେ ୪୮ଲକ୍ଷ ହିତାଧିକାରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସିଖବର । ରାଜ୍ୟ ସରକାର ସର୍ବନିମ୍ନ ଭତ୍ତା ପରିମାଣକୁ ୫୦୦ରୁ ୭୫୦ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏନେଇ ବଜେଟ୍ ବ୍ୟୟବରାଦ ହେବ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବର୍ଦ୍ଧିତ ମାସିକ ଭତ୍ତା ହିତାଧିକାରୀମାନଙ୍କୁ ମିଳିବ ବୋଲି ଜଣାପଡ଼ିଛି । ଏହାଦ୍ୱାରା ମାସିକ ଭତ୍ତା ପାଉଥିବା ପ୍ରାୟ ୪୮ଲକ୍ଷ ବୃଦ୍ଧବୃଦ୍ଧା, […]

oldage

oldage

Ordigital Desk
  • Published: Saturday, 27 August 2022
  • Updated: 27 August 2022, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସିଖବର । ରାଜ୍ୟ ସରକାର ସର୍ବନିମ୍ନ ଭତ୍ତା ପରିମାଣକୁ ୫୦୦ରୁ ୭୫୦ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏନେଇ ବଜେଟ୍ ବ୍ୟୟବରାଦ ହେବ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବର୍ଦ୍ଧିତ ମାସିକ ଭତ୍ତା ହିତାଧିକାରୀମାନଙ୍କୁ ମିଳିବ ବୋଲି ଜଣାପଡ଼ିଛି । ଏହାଦ୍ୱାରା ମାସିକ ଭତ୍ତା ପାଉଥିବା ପ୍ରାୟ ୪୮ଲକ୍ଷ ବୃଦ୍ଧବୃଦ୍ଧା, ବିଧବା,ଦିବ୍ୟାଙ୍ଗ, କିନ୍ନର, ଅନାଥ ଶିଶୁ, ଅବିବାହିତ ଝିଅ ଉପକୃତ ହେବେ ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରୁ ସମାଜର ନିଷ୍ପେଷିତ ବର୍ଗରଏହି ଲୋକମାନଙ୍କୁ ମାସିକ ଭତ୍ତା ଆକାରରେ ସର୍ବନିମ୍ନ ୭୫୦ଟଙ୍କା ମିଳିବ । ୬୦ରୁ ୭୯ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କୁ ମାସିକ ଭତ୍ତା ଆକାରରେ ୫୦୦ଟଙ୍କା ପରିବର୍ତ୍ତେ ୭୫୦ଟଙ୍କା, ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ୭୦୦ରୁ ୯୦୦ଟଙ୍କା ଏବଂ ୮୦ବର୍ଷ ବୟସରୁ ଅଧିକ ତଥା ୬୦% ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୯୦୦ ବଦଳରେ ୧୦୦୦ଟଙ୍କା ମାସିକ ଭତ୍ତା ମିଳିବ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ମୋଟ ୨୮.୩୩ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେ ପ୍ରାୟ ୨୭.୭୦ଲକ୍ଷ ହିତାଧିକାରୀ ଏହି ଯୋଜନାରେ ମାସିକ ଭତ୍ତା ପାଉଛନ୍ତି । ମାତ୍ର ସାଧାରଣ ନିର୍ବାଚନ ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ପ୍ରତି ପଂଚାୟତରୁ ଅତିରିକ୍ତ ୧୦୦ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଯୋଜନା କରୁଛନ୍ତି । ରାଜ୍ୟର ମୋଟ ୬୭୯୮ଟି ପଂଚାୟତରେ ପ୍ରାୟ ୬.୭୯ଲକ୍ଷ ଲୋକଙ୍କୁ ମାସିକ ଭତ୍ତା ବାବଦରେ ଅତିରିକ୍ତ ୪୫୦କୋଟି ଟଙ୍କା ଖର୍ଚ୍ଚ ହେବ । ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପ୍ରସ୍ତାବ ଅର୍ଥ ବିଭାଗକୁ ଦିଆଯାଇଥିବା ସୂଚନା ମିଳିିଛି ।

କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଏବେ ରାଜ୍ୟରେ ମୋଟ ୨୦.୩୭ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ମିଳୁଛି । ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ କେନ୍ଦ୍ର ସରକାର ଦେଉଥିବା ମାସିକ ଭତ୍ତାରେ ରାଜ୍ୟ ସରକାରଙ୍କ ମଧ୍ୟ ସିଂହଭାଗ ରହୁଛି । ଏହି ଯୋଜନାରେ ମୃତ ହିତାଧିକାରୀଙ୍କ ଚିହ୍ନଟ କରିବା ସହ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବାରୁ ରାଜ୍ୟ ସରକାର ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ବ୍ଲକୱାରି ମୃତ ହିତାଧିକାରୀଙ୍କ ତଥ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ଯାହାଫଳରେ ବିଧାୟକମାନେ ଏହି ସାମାଜିକ ସୁରକ୍ଷା ଯୋଜନାରେ ସମାଜର ନିଷ୍ପେଷିତ ବର୍ଗଙ୍କୁ ତୁରନ୍ତ ମାସିକ ଭତ୍ତା ଯୋଗାଇବା ନିମନ୍ତେ ଆବଶ୍ୟକ ସୁପାରିଶ କରିପାରିବେ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି । କେବଳ ସେତିକି ନୁହେଁ ଦିବ୍ୟାଙ୍ଗଙ୍କୁ ସହାୟତା ନିମନ୍ତେ ବିଧାୟକ ପାଣ୍ଠି ଖର୍ଚ୍ଚ ଗାଇଡଲାଇନରେ ମଧ୍ୟ ସଂଶୋଧନ କରିବା ନିମନ୍ତେ ସାମାଜିକ ସୁରକ୍ଷା ବିଭାଗ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ କରିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story