‘ଓଡ଼ିଶାରେ ପିରାମିଡ୍ ସ୍କିମ୍ ବା ନେଟୱାର୍କିଂ ମାର୍କେଟିଂକୁ ବରଦାସ୍ତ କରାଯିବନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସିଧାସଳଖ ବିକ୍ରୟ(ଡାଇରେକ୍ଟ ସେଲିଂ) ଉଦ୍ଦେଶ୍ୟରେ ଯଦି କୌଣସି ସଂସ୍ଥା ଅବା ବିକ୍ରେତା ପିରାମିଡ୍ ସ୍କିମ୍ ଗ୍ରହଣ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଡାଇରେକ୍ଟ ସେଲିଂ ଆସୋସିଏସନ୍ […]

Minister

Minister

Ordigital Desk
  • Published: Sunday, 15 May 2022
  • Updated: 15 May 2022, 03:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସିଧାସଳଖ ବିକ୍ରୟ(ଡାଇରେକ୍ଟ ସେଲିଂ) ଉଦ୍ଦେଶ୍ୟରେ ଯଦି କୌଣସି ସଂସ୍ଥା ଅବା ବିକ୍ରେତା ପିରାମିଡ୍ ସ୍କିମ୍ ଗ୍ରହଣ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଡାଇରେକ୍ଟ ସେଲିଂ ଆସୋସିଏସନ୍ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରତ୍ୟକ୍ଷ ବିକ୍ରୟ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସିଧାସଳଖ ବିକ୍ରୟ ସଂସ୍ଥା ତଥା ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରତ୍ୟକ୍ଷ ବିକ୍ରେତାଙ୍କ ସମ୍ପର୍କରେ ସେମାନଙ୍କର ଠିକଣା, କର୍ମଚାରୀ ଏବଂ ଉତ୍ପାଦ ବିଷୟରେ ସବିଶେଷ ତଥ୍ୟ ଭାରତୀୟ ପ୍ରତ୍ୟକ୍ଷ ବିକ୍ରୟ ସଂଘ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଯଦ୍ୱାରା ଅସାଧୁ ଏବଂ ପ୍ରକୃତ ବିକ୍ରେତାଙ୍କ ମଧ୍ୟରେ ପାର୍ଥକ୍ୟ କରିବାକୁ ଉପଭୋକ୍ତା ସକ୍ଷମ ହେବେ । ଗ୍ରାହକମାନେ ଉତ୍ପାଦ ନେଇ ସବୁକିଛି ଯାଂଚ କରିବା ଉଚିତ ଏବଂ ବିଭ୍ରାନ୍ତିକର ପ୍ରତିଶ୍ରୁତିରୁ ଦୂରେଇ ରହିବା ଉଚିତ । ଗ୍ରାହକମାନେ କୌଣସି ଠକେଇ କିମ୍ବା ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପର ଶିକାର ହେବା ଭଳି କାର୍ଯ୍ୟକଳାପ ପ୍ରତି ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ସିଧାସଳଖ ବିକ୍ରି ପାଇଁ କୌଣସି ପିରାମିଡ୍ ସ୍କିମ୍ ଓ ନେଟୱାର୍କିଂ ମାର୍କେଟିଂକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଗ୍ରାହକଙ୍କ ସ୍ୱାର୍ଥ ତଥା ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ମଧ୍ୟରେ ସମତୁଲ ରହିବା ସହ ଉତ୍ପାଦର ଗୁଣବତ୍ତା ନିଶ୍ଚିତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜୋନ ମିଶ୍ର , ଭାରତୀୟ ପ୍ରତ୍ୟକ୍ଷ ବିକ୍ରୟ ସଂଘର ଅଧ୍ୟକ୍ଷ ରଜତ ବାନାର୍ଜୀ ଓ ସଂଘର ଜେନେରାଲ ମ୍ୟାନେଜର ଚେତନ ଭରଦ୍ୱାଜ ପ୍ରମୁଖ ନିଜର ମତ ଉପସ୍ଥାପନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story