‘ଫୋନ୍‌ରେ କହା ସହ ଗପିଲା ବୋଲି ତଣ୍ଟିଚିପି ମାରିଦେଲି, ପୋଖରୀରେ ଫିଙ୍ଗିଦେଲି’  

ଯାଜପୁର(ଅଭୟ ପତି): “ମୁଁ ତାକୁ ମାରିଦେଲି। ସେଦିନ ରାତିରେ ଆଉ କାହା ସହ ଫୋନ୍‌ରେ ଗପୁଥିଲା। ଦେଖିଦେଲି। ମୁଣ୍ଡକୁ ପିତ୍ତ ଚଢିଗଲା। ମୁଁ ଆଉ ସମ୍ଭାଳି ପାରିଲିନି। ପଚାରିଲି, କାହା ସହ ଗପୁଛୁ। ହେଲେ ସେ କହିଲାନି। ରାଗିଗଲି। ମୋ ସହ ଯୁକ୍ତି କଲା। ମୁଁ ତାକୁ ବହୁତ ଭଲ ପାଉଥିଲି ସେଥିପାଇଁ ଭୀଷଣ କଷ୍ଟ ହେଲା। ରାଗରେ ତା ଓଢଣୀରେ ତା ତଣ୍ଟି ଚିପିଦେଲି। ସେ ମରିଗଲା ପରେ ଘୋଷାଣି ଘୋଷାଡି ତାକୁ ପୋଖରୀରେ ଫିଙ୍ଗିଦେଲି।” […]

kancha

kancha

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 07:57 PM IST

Sports

Latest News

ଯାଜପୁର(ଅଭୟ ପତି): “ମୁଁ ତାକୁ ମାରିଦେଲି। ସେଦିନ ରାତିରେ ଆଉ କାହା ସହ ଫୋନ୍‌ରେ ଗପୁଥିଲା। ଦେଖିଦେଲି। ମୁଣ୍ଡକୁ ପିତ୍ତ ଚଢିଗଲା। ମୁଁ ଆଉ ସମ୍ଭାଳି ପାରିଲିନି। ପଚାରିଲି, କାହା ସହ ଗପୁଛୁ। ହେଲେ ସେ କହିଲାନି। ରାଗିଗଲି। ମୋ ସହ ଯୁକ୍ତି କଲା। ମୁଁ ତାକୁ ବହୁତ ଭଲ ପାଉଥିଲି ସେଥିପାଇଁ ଭୀଷଣ କଷ୍ଟ ହେଲା। ରାଗରେ ତା ଓଢଣୀରେ ତା ତଣ୍ଟି ଚିପିଦେଲି। ସେ ମରିଗଲା ପରେ ଘୋଷାଣି ଘୋଷାଡି ତାକୁ ପୋଖରୀରେ ଫିଙ୍ଗିଦେଲି।”

ଏ ହେଉଛି ସେଇ ଅଭିଯୁକ୍ତ ନାବାଳକର ସ୍ୱୀକାରୋକ୍ତି ଯାହା କଥା ଯାଜପୁର ପୋଲିସ ତୁଣ୍ଡରୁ ଶୁଣିବାକୁ ମିଳିଛି। କିଶୋର ବୟସରେ ମନ ଚଞ୍ଚଳ ହୁଏ । ସବୁ ବନ୍ଧବାଡ, ଶୃଙ୍ଖଳା ତୁଚ୍ଛ ଲାଗେ ମନକୁ। ମନ ଚାହେଁ ଢେର କିଛ କରିଯିବାକୁ । ଆଉ ଏଇ ଚଞ୍ଚଳ ବୟସରେ ଅନେକ ଭୁଲ୍‌ ଭଟ୍‌କା ବି ହୋଇଯାଏ। ଯାହାପାଇଁ ବରବାଦ୍‌ ହୋଇଯାଏ ଭବିଷ୍ୟତ। ଖାଲି ଭବିଷ୍ୟତ ବରବାଦ୍‌ ହୁଏ ତା ନୁହେଁ ବେଳେ ବେଳେ ଜୀବନ ବି ଚାଲିଯାଏ ଏଇ ଚଞ୍ଚଳତା ପାଇଁ।

ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଫାଜଲପୁର ଗାଁ ପୋଖରୀରୁ ନିକଟରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏମିତି କିଛି ଚାଞ୍ଚଲ୍ୟକର ବୟାନ୍ ରଖିଛି ପୋଲିସ୍‌ । ତଦନ୍ତ ପରେ ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ପଚାରା ଉଚରା ପରେ ସେ ଏମିତି ବୟାନ ରଖିଥିବା ଖବରଦାତା ସମ୍ମିଳନୀରେ କହିଛି ଯାଜପୁର ପୋଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story