ମୋବାଇଲରେ ଭିଡିଓ ଦେଖୁଥିଲେ, ଆକଟ କରିବାରୁ ଆତ୍ମହତ୍ୟା କରିଦେଲେ  

ଖୋର୍ଦ୍ଧା:(ଓଡ଼ିଶା ରିପୋର୍ଟର): ମୋବାଇଲ ପାଇଁ ଜୀବନ ହାରିଲେ ଜଣେ ନାବଳକ। ବେଗୁନିଆ ଥାନା ଗଡ଼ମାଣତ୍ରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲାଟିର ବୟସ ୧୪ ହେବ। ପୁଲିସ ମୃତ ଦେହଟିକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନାବାଳକଟି ମୋବାଇଲରେ କିଛି ଭିଡିଓ ଦେଖୁଥିଲେ।  ଯାହାକୁ ନେଇ  ପରିବାର ଲୋକେ ଆକଟ କରିଥିଲେ। ଏଥିରେ ନାବାଳକ ଜଣକ ରାଗିଯାଇ ଘରେ ଥିବା ବାଥରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଝୁଲନ୍ତା ଅବସ୍ଥାରେ […]

Death

Death

Tapas Behera
  • Published: Saturday, 05 December 2020
  • Updated: 05 December 2020, 10:15 PM IST

Sports

Latest News

ଖୋର୍ଦ୍ଧା:(ଓଡ଼ିଶା ରିପୋର୍ଟର): ମୋବାଇଲ ପାଇଁ ଜୀବନ ହାରିଲେ ଜଣେ ନାବଳକ। ବେଗୁନିଆ ଥାନା ଗଡ଼ମାଣତ୍ରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲାଟିର ବୟସ ୧୪ ହେବ। ପୁଲିସ ମୃତ ଦେହଟିକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନାବାଳକଟି ମୋବାଇଲରେ କିଛି ଭିଡିଓ ଦେଖୁଥିଲେ।  ଯାହାକୁ ନେଇ  ପରିବାର ଲୋକେ ଆକଟ କରିଥିଲେ। ଏଥିରେ ନାବାଳକ ଜଣକ ରାଗିଯାଇ ଘରେ ଥିବା ବାଥରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story