ବିବାହ ପ୍ରତିଶୃତି ଦେଇ ପ୍ରତାରଣା

ସୋର(ଓଡ଼ିଶା ରିପୋର୍ଟର) ଲଭ୍ ସେକ୍ସ ଧୋକା । ବିବାହର ପ୍ରତିଶୃତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ସୋର ଥାନା ମଙ୍ଗଳପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, କଟକ ମାହାଙ୍ଗା ଯଶୁଆପୁର ଅଞ୍ଚଳର ଦିପକ ସାହୁ ନାମକ ଜଣେ ଯୁବକ ମଙ୍ଗଳପୁର ଅଞ୍ଚଳରେ ଚାଲିଥିବା କେନାଲ କାମରେ ନିୟୋଜିତ ଥିଲେ। ଯୁବକ ଜଣକ ସେହି ଅଞ୍ଚଳରେ ଭଡାରେ ରହିଆସୁଥିଲା ଯୁବକ ଜଣକ ସେହି […]

yio

yio

Tapas Behera
  • Published: Thursday, 17 December 2020
  • Updated: 17 December 2020, 04:57 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର) ଲଭ୍ ସେକ୍ସ ଧୋକା । ବିବାହର ପ୍ରତିଶୃତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ସୋର ଥାନା ମଙ୍ଗଳପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, କଟକ ମାହାଙ୍ଗା ଯଶୁଆପୁର ଅଞ୍ଚଳର ଦିପକ ସାହୁ ନାମକ ଜଣେ ଯୁବକ ମଙ୍ଗଳପୁର ଅଞ୍ଚଳରେ ଚାଲିଥିବା କେନାଲ କାମରେ ନିୟୋଜିତ ଥିଲେ। ଯୁବକ ଜଣକ ସେହି ଅଞ୍ଚଳରେ ଭଡାରେ ରହିଆସୁଥିଲା ଯୁବକ ଜଣକ ସେହି ଅଞ୍ଚଳର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ରଖିବା ପରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ଏବେ ବିବାହ ପାଇଁ ଅରାଜି ହେବା ସହ  ନାବାଳିକା ପରିବାରକୁ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏନେଇ ସୋର ଥାନାରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story