କଟକର କଳା କାହାଣୀ, ନାବାଳିକାକୁ ୨୨ ଦିନ ଧରି ବଳାତ୍କାର!

କଟକ(ଓଡ଼ିଶା ରିପୋର୍ଟର): ନାବାଳିକାକୁ ୨୨ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ପୀଡ଼ିତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ଘରେ କୌଣସି କଥାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବାପାଙ୍କ ଉପରେ ରାଗି ଝିଅଟି କଟକରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି […]

rapeandmurder

rapeandmurder

Manoranjan Sial
  • Published: Tuesday, 13 October 2020
  • Updated: 13 October 2020, 10:52 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନାବାଳିକାକୁ ୨୨ ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ପୀଡ଼ିତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ଘରେ କୌଣସି କଥାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବାପାଙ୍କ ଉପରେ ରାଗି ଝିଅଟି କଟକରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି ଆସିଥିଲେ। ସେଠାରେ କିଛି ଦିନ ରହିବା ପରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ବଡ଼ ଭଉଣୀଙ୍କ ପରାମର୍ଶରେ ଝିଅଟି ଘରକୁ ଯିବା ପାଇଁ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ।

ଓଏମ୍‌ପି ଛକରେ ଠିଆ ହେବା ଭିତରେ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପରେ ଯୁବକ ଜଣକ ତାଙ୍କୁ ଫୁସୁଲାଇ ବାଦାମବାଡ଼ିକୁ ଡାକି ନେଇଥିଲେ। ସଞ୍ଜ ହୋଇଯାଉଥିବାରୁ ଝିଅଟି ଘରକୁ ଫେରିବାକୁ ଚାହିଁଥିଲେ। ହେଲେ ଯୁବକ ଜଣକ ନାନା ବାହାନା ଦେଖାଇ ତାଙ୍କୁ ଏକ ଅପରିକ୍ତ ଘର ଭିତରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବଳାତ୍କାର ସମୟରେ ଅନ୍ୟ ଜଣେ ଭିଡିଓ ସୁଟିଂ କରିଥିଲା। ଏମିତି ଦୀର୍ଘ ୨୨ ଦିନ ଧରି ନାବାଳିକାଙ୍କ ସହିତ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ସୁଟିଂ କରିଥିବା ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ।

ଗତକାଲି କୌଣସି ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପରେ ନାବାଳିକାଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଆଉ ସେ ପୂରା ଘଟଣା କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story