ରାଲିକୁ ଆସିଥିଲେ, ଦୁଇ ପଡ଼ୋଶୀ ମିଶି ଯୌନ ରାକ୍ଷସଙ୍କୁ ବିକିଦେଲେ...

କଟକ (ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କ ଭରସାରେ ନାବାଳିକା ଜଣକ ରାଲିରେ ଯୋଗଦେବା ପାଇଁ ଘରୁ ଆସିଥିଲେ। ହେଲେ କଟକର ବାଉନ ବଜାର ତେପନ ଗଳିରେ ବିକ୍ରି ହୋଇଗଲେ। କଟକରେ ସେ ଯୌନ ରାକ୍ଷସମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆସିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ପୂରା ଘଟଣା ଏହିପରି। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ୧୫ ବର୍ଷିୟା ନାବାଳିକା ରାନୀ (ଛଦ୍ମନାମ) ଗତ ୧୫ […]

ctc-rape

ctc-rape

Manoranjan Sial
  • Published: Tuesday, 19 February 2019
  • Updated: 19 February 2019, 06:31 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କ ଭରସାରେ ନାବାଳିକା ଜଣକ ରାଲିରେ ଯୋଗଦେବା ପାଇଁ ଘରୁ ଆସିଥିଲେ। ହେଲେ କଟକର ବାଉନ ବଜାର ତେପନ ଗଳିରେ ବିକ୍ରି ହୋଇଗଲେ। କଟକରେ ସେ ଯୌନ ରାକ୍ଷସମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆସିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।

ପୂରା ଘଟଣା ଏହିପରି। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ୧୫ ବର୍ଷିୟା ନାବାଳିକା ରାନୀ (ଛଦ୍ମନାମ) ଗତ ୧୫ ତାରିଖରେ ଏକ ରାଲିରେ ଯୋଗଦେବା ପାଇଁ ତାଙ୍କର ଦୁଇ ପଡ଼ୋଶୀଙ୍କ ସହିତ କଟକ ଆସିଥିଲେ। ହେଲେ ଜାଣିପାରି ନଥିଲେ ପଡ଼ୋଶୀଙ୍କ ଫନ୍ଦି। ତାଙ୍କ କହିବା ଅନୁଯାୟୀ, ସେହି ପଡ଼ୋଶୀମାନେ ହିଁ ତାଙ୍କୁ ଯୌନ ରାକ୍ଷସଙ୍କ ପାଖରେ ବିକ୍ରି କରିଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାନୀଙ୍କୁ ତାଙ୍କର ଦୁଇ ପଡ଼ୋଶୀ କଟକ ମଙ୍ଗଳାବାଗ ଅଞ୍ଚଳରେ ଏକ ଭଡ଼ାଘରେ ରଖିଥିଲେ। ପରେ ସୁଯୋଗ ଦେଖି ସେମାନେ ରାନୀଙ୍କୁ ୫ ଜଣ ଯୁବକଙ୍କୁ ବିକ୍ରି କରି ଫେରାର ହୋଇଯାଇଥିଲେ। ବିଳମ୍ୱିତ ରାତିରେ ରାନୀଙ୍କ ରୁମ୍‌ରେ ୫ ଜଣ ଯୁବକ ପଶି ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ରାନୀ ବିରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ୧୬ ତାରିଖରୁ ୧୯ ତାରିଖ ସକାଳ ଯାଏଁ ସେ ବାରମ୍ବାର ଗଣଦୁଷ୍କର୍ମର ଶିକାର ହୋଇଥିବା ରାନୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ କୌଶଳକ୍ରମେ ରାନୀ ଯୌନ ରାକ୍ଷସଙ୍କ କବଳରୁ ମୁକୁଳି ମଙ୍ଗଳାବାଗ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ଯାଇଥିଲେ। ସେଠାରୁ ବାହାରି ଏକ ରିକ୍ସାରେ ଷ୍ଟେସନ୍‌କୁ ଯାଇଥିଲେ। ଷ୍ଟେସନ୍‌ରେ ନାବାଳିକା ଜଣକ ଏଣେତେଣେ ବୁଲୁଥିବା ଦେଖି, ରେଳବାଇ ପୁଲିସ୍‌ କଟକ ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତାଙ୍କୁ ଫୋନ୍‌ କରିଥିଲେ। ଚାଇଲ୍‌ଡଲାଇନ୍‌ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଯାଏଁ ଦୁଷ୍କର୍ମକାରୀଙ୍କ ପରିଚୟ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story