ଛୁରୀ ଦେଖାଇ ନାବାଳିକାକୁ ଦୁଷ୍କର୍ମ!

ନୀଳଗିରି(ବିଶ୍ୱମ୍ଭର ଦାସ): ଛୁରୀ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକା ଜଣକ ସଂକ୍ରାନ୍ତି ଚୁଡ଼ା ଦେବା ପାଇଁ ପିଉସୀ ଭାଇଙ୍କ ସହିତ ବାଇକରେ ବଡ଼ ଭଉଣୀ ଘରକୁ ଯାଇଥିଲେ। ସଂକ୍ରାନ୍ତି ଚୁଡ଼ା ଦେଇ ଫେରୁଥିବା ବେଳେ ପଞ୍ଚଲିଙ୍ଗେଶ୍ୱର ନିକଟରେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇ […]

Girl Child

Girl Child

Manoranjan Sial
  • Published: Monday, 18 January 2021
  • Updated: 18 January 2021, 10:09 PM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): ଛୁରୀ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନାବାଳିକା ଜଣକ ସଂକ୍ରାନ୍ତି ଚୁଡ଼ା ଦେବା ପାଇଁ ପିଉସୀ ଭାଇଙ୍କ ସହିତ ବାଇକରେ ବଡ଼ ଭଉଣୀ ଘରକୁ ଯାଇଥିଲେ। ସଂକ୍ରାନ୍ତି ଚୁଡ଼ା ଦେଇ ଫେରୁଥିବା ବେଳେ ପଞ୍ଚଲିଙ୍ଗେଶ୍ୱର ନିକଟରେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲା। ପରେ ଭାଇକୁ ମାଡ଼ ମାରି ଛୁରୀ ଦେଖାଇ ନାବାଳିକା ଭଉଣୀକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏନେଇ ନାବାଳିକାଙ୍କ ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story