ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଖୋଳତାଡ଼ ଆରମ୍ଭ କରିଛିକମିଶନରେଟ୍ ପୁଲିସ୍‌ । ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବାମହିଳାଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି  ମହିଳା ଥାନାରେ ମାମଲା ରୁଜୁ କରାଯାଇଥିଲା। ବୟାନ ରେକର୍ଡ ବେଳେ ମହିଳାଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ଦୁଇ […]

Silhouette-of-a-Girl

Silhouette-of-a-Girl

Niharika Rout
  • Published: Saturday, 05 September 2020
  • Updated: 05 September 2020, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଖୋଳତାଡ଼ ଆରମ୍ଭ କରିଛିକମିଶନରେଟ୍ ପୁଲିସ୍‌ । ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ ।

ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବାମହିଳାଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି  ମହିଳା ଥାନାରେ ମାମଲା ରୁଜୁ କରାଯାଇଥିଲା। ବୟାନ ରେକର୍ଡ ବେଳେ ମହିଳାଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ଦୁଇ ସୁରକ୍ଷା କର୍ମଚାରୀ, ଜନୈକି ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ଉଲ୍ଲେଖ କରିଥିଲେ।

ଏହି ଅଭିଯୋଗ ଆଧାରରେ ମହିଳା ଥାନାରେ ଆଇପିସିର ବିଭିନ୍ନ ଧାରା ଓ ପୋକ୍ସୋ ଆକ୍ଟ ଅନୁଯାୟୀ କେଶ୍ ରୁଜୁ ହୋଇଛି ।ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ହୋଇଛି। ସମସ୍ତ ଦିଗକୁ ନେଇ ଗମ୍ଭୀରତାର ସହ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story