ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା  ଅଭିଯୋଗ ଆସିଛି। ଘଟଣାଟି ଘଟିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଝିଅଟି ଖେଳୁଥିବା ବେଳେ ୬୦ ବର୍ଷର ଜଣେ ବୃଦ୍ଧ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

rape

Rakesh Mallick
  • Published: Wednesday, 18 July 2018
  • , Updated: 18 July 2018, 01:20 PM IST

Related story