ଅଶ୍ଳୀଳ ଫୋଟ ଭାଇରାଲ ପରେ ନାବାଳିକା ଆତ୍ମହତ୍ୟା ମାମଲା, ୩ ଗିରଫ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଅଶ୍ଳୀଳ ଫୋଟ ଭାଇରାଲକୁ ନେଇ ଗଞ୍ଜାମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରସିଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା କରିବା ମାମଲାରେ ଆଜି ତିନି ଜଣ ଗିରଫ ହୋଇଛନ୍ତି। ଏନେଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଭିତରେ ଦୁଇ ନାବାଳକ ଅଛନ୍ତି। ନାବାଳିକା ଲେଖିଥିବା ସୁଇସାଇଡ଼ ନୋଟ ଓ ତାଙ୍କ ବାପା ଦେଇଥିବା ଏତଲା ଆଧାରରେ ତାରସିଙ୍ଗ ପୁଲିସ ଏହି ପଦକ୍ଷେପ ନେଇଛି। […]

sicide

sicide

Niranjan Mishra
  • Published: Wednesday, 13 July 2022
  • Updated: 13 July 2022, 05:39 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଅଶ୍ଳୀଳ ଫୋଟ ଭାଇରାଲକୁ ନେଇ ଗଞ୍ଜାମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତାରସିଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା କରିବା ମାମଲାରେ ଆଜି ତିନି ଜଣ ଗିରଫ ହୋଇଛନ୍ତି। ଏନେଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଭିତରେ ଦୁଇ ନାବାଳକ ଅଛନ୍ତି। ନାବାଳିକା ଲେଖିଥିବା ସୁଇସାଇଡ଼ ନୋଟ ଓ ତାଙ୍କ ବାପା ଦେଇଥିବା ଏତଲା ଆଧାରରେ ତାରସିଙ୍ଗ ପୁଲିସ ଏହି ପଦକ୍ଷେପ ନେଇଛି।

ସୂଚନା ଥାଉକି, ଏହି ନାବାଳିକାଙ୍କୁ ସ୍ଥାନୀୟ ଜଣେ ନାବାଳକ ପ୍ରେମ କରିବା ପରେ ବିଶ୍ୱାସ ଘାତକତା କରିଥିଲା। ନାବାଳିକାଙ୍କ ନଗ୍ନ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା। ଏହାକୁ ନେଇ ଗାଁରେ ବୈଠକ ବସିଥିଲା। ଗୋଟିଏ କୁଟୁମ୍ବର ହୋଇଥିବାରୁ ପ୍ରାପ୍ତ ବୟସ୍କ ହେବା ପରେ ଦୁହିଁଙ୍କ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଏହାକୁ ଗ୍ରହଣ କରି ନ ଥିଲେ ନାବାଳକ ଓ ତାର ପରିବାର। ଉତ୍‌କ୍ଷିପ୍ତ ହୋଇ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ନାବାଳିକା ମାନସିକ ଭାରସାମ୍ୟ ହରାଇଥିଲା ଏବଂ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲା। ଆତ୍ମହତ୍ୟା ପୂର୍ବରୁ ନିଜ ପଢ଼ା ଖାତାରେ ଆତ୍ମହତ୍ୟାର କାରଣ, ଏଥିପାଇଁ ଦାୟୀ ନାବାଳକ ଓ ନିଜ ବାପା ଓ ମା’ଙ୍କ ପ୍ରତି ରହିଥିବା ପ୍ରଗାଢ଼ ଭଲ ପାଇବା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ତାରସିଙ୍ଗ ଥାନାରେ ଏହି ଘଟଣାକୁ ନେଇ ଝିଅର ବାପା ଅଭିଯୋଗ କରିବା ପରେ ବିଶ୍ୱାସ ଘାତକତା କରିଥିବା ନାବାଳକ, ତାର ଅନ୍ୟ ଜଣେ ସହଯୋଗୀ(ନାବାଳକ) ଓ ନାବାଳକଙ୍କ ବାପାଙ୍କୁ ଧରିଛି ପୁଲିସ। ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story