ଅଟୋ ଭିତରେ ଖରାପ କାମ କରି ନିର୍ଧୁମ ଛେଚା ଖାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳ ପଳାସପଲ୍ଲୀରେ ଅଟୋ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ଏହାକୁ ନେଇ ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଲୋକେ। ମହିଳା ଜଣକ ଅଟୋରେ ଆସୁଥିବାବେଳେ ସଂପୃକ୍ତ ଅଭିଯୁକ୍ତ ତାଙ୍କଠାରୁ ଚେନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଏହାପରେ ମହିଳା ଜଣକ ଅଟୋକୁ ଅଟକାଇ ଦେଇଥିଲେ। ପାଖରେ ଥିବା ଲୋକେ ଜାଣିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗୋଟିଏ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ। ପୁଲିସ ପହଞ୍ଚିବା ପରେ ଲୋକେ ଅଭିଯୁକ୍ତକୁ ତାଙ୍କୁ ହସ୍ତାନ୍ତର […]

hnm-1

hnm-1

Tapas Behera
  • Published: Wednesday, 16 September 2020
  • Updated: 16 September 2020, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳ ପଳାସପଲ୍ଲୀରେ ଅଟୋ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ଏହାକୁ ନେଇ ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଲୋକେ। ମହିଳା ଜଣକ ଅଟୋରେ ଆସୁଥିବାବେଳେ ସଂପୃକ୍ତ ଅଭିଯୁକ୍ତ ତାଙ୍କଠାରୁ ଚେନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଏହାପରେ ମହିଳା ଜଣକ ଅଟୋକୁ ଅଟକାଇ ଦେଇଥିଲେ। ପାଖରେ ଥିବା ଲୋକେ ଜାଣିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗୋଟିଏ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ। ପୁଲିସ ପହଞ୍ଚିବା ପରେ ଲୋକେ ଅଭିଯୁକ୍ତକୁ ତାଙ୍କୁ ହସ୍ତାନ୍ତର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos