ଯୁବତୀଙ୍କୁ ଅପହରଣ ପରେ ବଳପୂର୍ବକ ବିବାହ ଉଦ୍ୟମ

ଯାଜପୁର(ଗୁଲାମ ଗସ୍‌): ଅଧା ବାଟରୁ ଯୁବତୀଙ୍କୁ ଅପହରଣ କରି ନିଆଯାଇ ହୋଇଛି ବଳପୂର୍ବକ ବିବାହ ଉଦ୍ୟମ। ଇତି ମଧ୍ୟରେ ଘଟଣାକୁ ୧୨ ଦିନ ବିତିସାରିଥିବା ବେଳେ ପୁଲିସ୍‌ କେବଳ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରି କାମ ସାରି ଦେଇଛି। ଅପହୃତା ଯୁବତୀଙ୍କର କୌଣସି ପତ୍ତା ମିଳିପାରି ନ ଥିବା ବେଳେ ପୁଲିସ୍‌ ଉପରୁ ଭରସା ତୁଟାଇ ତାଙ୍କ ବାପା ନ୍ୟାୟ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। […]

forced

forced

Niharika Rout
  • Published: Thursday, 17 December 2020
  • Updated: 17 December 2020, 02:19 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଅଧା ବାଟରୁ ଯୁବତୀଙ୍କୁ ଅପହରଣ କରି ନିଆଯାଇ ହୋଇଛି ବଳପୂର୍ବକ ବିବାହ ଉଦ୍ୟମ। ଇତି ମଧ୍ୟରେ ଘଟଣାକୁ ୧୨ ଦିନ ବିତିସାରିଥିବା ବେଳେ ପୁଲିସ୍‌ କେବଳ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରି କାମ ସାରି ଦେଇଛି। ଅପହୃତା ଯୁବତୀଙ୍କର କୌଣସି ପତ୍ତା ମିଳିପାରି ନ ଥିବା ବେଳେ ପୁଲିସ୍‌ ଉପରୁ ଭରସା ତୁଟାଇ ତାଙ୍କ ବାପା ନ୍ୟାୟ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ।

ଧର୍ମଶାଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ବ୍ୟାସନଗର ଯାଉଥିଲେ। ମାତ୍ର ବାଟରୁ ତାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ । ଅପହରଣକାରୀ ଯୁବକଜଣକ ବଳପୂର୍ବକ ଭାବେ ଯୁବତୀଙ୍କୁ ବିବାହ କରିବାକୁ ଚେଷ୍ଟା କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ଗତ ୬ ତାରିଖରେ ଯୁବତୀଙ୍କ ପ଼ରିବାର ଲୋକେ  ଥାନାରେ ଅଭିଯୋଗ  କରିଥିଲେ। ମାତ୍ର ଏ ଯାବତ  ଅଭିଯୁକ୍ତ କିମ୍ବା ଅପହୃତ ଯୁବତୀଙ୍କ ସମ୍ପର୍କରେ ଜଣାପଡ଼ିନି।

ଅପରପକ୍ଷେ ଅପହୃତା ଯୁବତୀଙ୍କ ବାପାଙ୍କୁ ଧମକ ଦେବା ଅଭିଯୋଗରେ ପୁଲିସ୍‌ ଗତକାଲି ଅପହରଣକାରୀ ଯୁବକଙ୍କ ପିତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।  ହେଲେ ଝିଅକୁ ଫେରି ପାଇବା ପାଇଁ ବାପା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story