ପାଟଣାଗଡ଼ରେ ଫୁଟିଲା ଗୁଳି: ଯୁବକ ଆହତ

ପାଟଣାଗଡ଼: ସାମାନ୍ୟ ବଚସାରୁ ଯୁବକଙ୍କ ଉପରକୁ ଗୁଳିମାଡ଼। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଇନପୁର ଗାଁରେ। ଯୁବକଙ୍କ ପିଠିରେ  ୩ଟି ଗୁଳି ବାଜିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ ନିର୍ବାଚନ ହିଂସାକୁ କେନ୍ଦ୍ରକରି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି।

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 12:17 PM IST

Related story