ଦାଣ୍ଡରେ ବସିଥିଲେ ଯୁବକ, ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ପୂର୍ବ ଶତ୍ରୁତାରୁ  ଦାଣ୍ଡରେ ବସିଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗତକାଲି  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତଗତ ବନ୍ଥପଲ୍ଲୀ ଗ୍ରାମରେ ଘଟିଛି। ମୃତକ ହେଲେ ଦୁଷ୍ମନ୍ତ ଚୌଧୁରୀ। ଦୁଷ୍ମନ୍ତ ଜଣେ ବିଜେଡିର ସଦସ୍ୟ ଥିବା ସୂଚନା ମିଳିଛି। ଗ୍ରାମରେ ଏକ ମନ୍ଦିର କାମ ଠିକା ନେଇଥିବା ହେତୁ ଗତ କିଛିଦିନ ହେଲା ଅପରଗୋଷ୍ଠୀ  ଦୁଷ୍ମନ୍ତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଗତକାଲି […]

murder

murder

Niharika Rout
  • Published: Monday, 01 February 2021
  • Updated: 01 February 2021, 10:35 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ପୂର୍ବ ଶତ୍ରୁତାରୁ  ଦାଣ୍ଡରେ ବସିଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗତକାଲି  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତଗତ ବନ୍ଥପଲ୍ଲୀ ଗ୍ରାମରେ ଘଟିଛି। ମୃତକ ହେଲେ ଦୁଷ୍ମନ୍ତ ଚୌଧୁରୀ।

ଦୁଷ୍ମନ୍ତ ଜଣେ ବିଜେଡିର ସଦସ୍ୟ ଥିବା ସୂଚନା ମିଳିଛି। ଗ୍ରାମରେ ଏକ ମନ୍ଦିର କାମ ଠିକା ନେଇଥିବା ହେତୁ ଗତ କିଛିଦିନ ହେଲା ଅପରଗୋଷ୍ଠୀ  ଦୁଷ୍ମନ୍ତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଗତକାଲି ରାତି ପ୍ରାୟ ୧୧ଟାରେ ଦୁଷ୍ମନ୍ତ ନିଜ ଘର ସମ୍ମୁଖରେ ବସିଥିଲେ। ଏହି ସମୟରେ ଗାଁର ଅପରଗୋଷ୍ଠିର ପ୍ରାୟ ୫ରୁ ୭ ଜଣ ଯୁବକ ସେଠାରେ ପହଞ୍ଚି ଦୁଷ୍ମନ୍ତଙ୍କ ସହ ବଚସା କରିଥିଲେ। ଏହାପରେ ସେମାନେ ଦୁଷ୍ମନ୍ତଙ୍କୁ ଠେଙ୍ଗା ଓ ପଥରରେ ଛେଚି ଦେଇଥିଲେ।

ପରିବାର ଲୋକେ ଦୁଷ୍ମନ୍ତଙ୍କ ଚିତ୍କାର ଶୁଣି ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହେଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ଦିଗପହଣ୍ଡି ଓ ସଦର ପୁଲିସ୍‌ ପହଞ୍ଚି ଚଦନ୍ତ  ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story