ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡିର ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଦୋଛିଆଁ ବୁଥରେ ବିଜେପିର ଏଜେଣ୍ଟଙ୍କୁ  ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ଏହି ବୁଥରେ ରିଂଗି କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ […]

ttttttttttt99999999999999

ttttttttttt99999999999999

Tapaswini Nayak
  • Published: Tuesday, 23 April 2019
  • Updated: 23 April 2019, 06:45 PM IST

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡିର ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଦୋଛିଆଁ ବୁଥରେ ବିଜେପିର ଏଜେଣ୍ଟଙ୍କୁ  ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ଏହି ବୁଥରେ ରିଂଗି କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ,ଗତ ୨୧ ତାରିଖରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଜଗନ୍ନାଥ ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଥିଲେ ଜଗନ୍ନାଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story