ଭିଜିଲାନ୍ସ କୋର୍ଟରେ ହାଜର ହେଲେ ବିଧାୟକ ମନୋହର ରନ୍ଧାରୀ

ଜୟପୁର(ଟି ଗୌରି ଶଙ୍କର): ସରକାରୀ ଟଙ୍କା ଆତ୍ମସାତ ମାମଲାରେ ଆଜି  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ପାପଡାହାଣ୍ଡି ବିଧାୟକ ମନୋହର ରନ୍ଧାରୀ । ୯ ବର୍ଷର ଏକ ପୁରୁଣା ମାମଲାରେ ଆଜି କୋର୍ଟରେ ବୟାନ ଦେବା ପାଇଁ ସେ ହାଜର ହୋଇଥିଲେ  । ନବରଙ୍ଗପୁର ଜିଲ୍ଲା  ନନ୍ଦାହାଣ୍ଡି  ବ୍ଲକର  ଆକାଉଣ୍ଟାଣ୍ଟ କମ୍ ଷ୍ଟୋର ଇନଚାର୍ଜ ଥିବାବେଳେ ସରକାରୀ ଟଙ୍କା ଆତ୍ମସାତ ମାମଲାରେ ୨୦୧୩ ମସିହାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ନାଁରେ ଏକ ମାମଲା ହୋଇଥିଲା। […]

mla

mla

Niharika Rout
  • Published: Saturday, 23 April 2022
  • Updated: 23 April 2022, 01:56 PM IST

ଜୟପୁର(ଟି ଗୌରି ଶଙ୍କର): ସରକାରୀ ଟଙ୍କା ଆତ୍ମସାତ ମାମଲାରେ ଆଜି  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ପାପଡାହାଣ୍ଡି ବିଧାୟକ ମନୋହର ରନ୍ଧାରୀ । ୯ ବର୍ଷର ଏକ ପୁରୁଣା ମାମଲାରେ ଆଜି କୋର୍ଟରେ ବୟାନ ଦେବା ପାଇଁ ସେ ହାଜର ହୋଇଥିଲେ  ।

ନବରଙ୍ଗପୁର ଜିଲ୍ଲା  ନନ୍ଦାହାଣ୍ଡି  ବ୍ଲକର  ଆକାଉଣ୍ଟାଣ୍ଟ କମ୍ ଷ୍ଟୋର ଇନଚାର୍ଜ ଥିବାବେଳେ ସରକାରୀ ଟଙ୍କା ଆତ୍ମସାତ ମାମଲାରେ ୨୦୧୩ ମସିହାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ନାଁରେ ଏକ ମାମଲା ହୋଇଥିଲା। ଉକ୍ତ ମାମଲାରେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବୟାନ ରେକର୍ଡ ପାଇଁ ସେ ହାଜର ହୋଇଥିଲେ।

ମନୋହର ରନ୍ଧାରୀ ନନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ନବରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଲୋକାଲ ଓ ସ୍ପେଶାଲ ଅଡିଟ ସହ ଏସପି ଭିଜିଲାନ୍ସ ଜୟପୁର ଏହାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟରେ ୬ ଲକ୍ଷ ୨୯ ହଜାର ୯୯୬ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଥିଲା ।

ଏପରି  ଅଭିଯୋଗ ପରେ ବିଧାୟକ ମନୋହର ରନ୍ଧାରପ ଦୋଷ  ସ୍ୱୀକାର କରିବା ସହ  ତିନୋଟି ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରିଥିଲେ । ଆଜି ବୟାନ ରେକର୍ଡ ପାଇଁ ହାଜର ହୋଇଥିବା କହିଛନ୍ତି ବିଧାୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story