ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ

କଟକ(ଓଡ଼ିଶା ରିପୋର୍ଟର):ଏଥର ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ।  କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଆଜି ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ, ମୋ ଉପରେ କୌଣସି ଚାପ ନାହିଁ। ଦଳ ଓ ନେତାଙ୍କ ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏଭଳି ନିଷ୍ପତ୍ତି ନେଇଛି। ମୋ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।” ତେବେ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ […]

fggbbbb

fggbbbb

Tapaswini Nayak
  • Published: Wednesday, 27 March 2019
  • Updated: 27 March 2019, 12:21 PM IST

କଟକ(ଓଡ଼ିଶା ରିପୋର୍ଟର):ଏଥର ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ।  କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଆଜି ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ମୋ ଉପରେ କୌଣସି ଚାପ ନାହିଁ। ଦଳ ଓ ନେତାଙ୍କ ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏଭଳି ନିଷ୍ପତ୍ତି ନେଇଛି। ମୋ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।”

ତେବେ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି,“ ଏନେଇ ଦଳ ସୁପ୍ରିମୋ ବିଚାର କରିବେ।”

ସୂଚନାଯୋଗ୍ୟ ଯେ, ସି-ସୋର ଚିଟ୍‌ଫଣ୍ଡ ମାମଲାରେ ପ୍ରଭାତ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ତେବେ ଏଥର ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଥିବା ନେତାଙ୍କୁ ବିଜେଡିରୁ ଟିକେଟ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ଏହି ତାଲିକାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମ ଶୁଣାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story