ତୃତୀୟ ଲିଙ୍ଗକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କଟୁ ମନ୍ତବ୍ୟ ଅଭିଯୋଗ, ଥାନାରେ ଏତଲା

ଖୋର୍ଦ୍ଧା/ଭୁବନେଶ୍ୱର: ବିବାଦ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପିଛା ଛାଡୁନାହିଁ।  ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ସାରା ରାଜ୍ୟରେ ରାଜନୀତି ସରଗରମ ଥିବା ବେଳେ ମୀରା କିନ୍ନର ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ମୀରା ଜଗଦ୍ଦେବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ତୃତୀୟ ଲିଙ୍ଗକୁ ନେଇ ଜଗଦ୍ଦେବ ତାଙ୍କୁ କଟୁ ମନ୍ତବ୍ୟ ଶୁଣାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

prasant-jagadeb

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 10:45 PM IST

ଖୋର୍ଦ୍ଧା/ଭୁବନେଶ୍ୱର: ବିବାଦ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପିଛା ଛାଡୁନାହିଁ।  ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ସାରା ରାଜ୍ୟରେ ରାଜନୀତି ସରଗରମ ଥିବା ବେଳେ ମୀରା କିନ୍ନର ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି।

ମୀରା ଜଗଦ୍ଦେବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ତୃତୀୟ ଲିଙ୍ଗକୁ ନେଇ ଜଗଦ୍ଦେବ ତାଙ୍କୁ କଟୁ ମନ୍ତବ୍ୟ ଶୁଣାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

Related story