ବଡ଼ଚଣାରେ ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମ ଆରମ୍ଭ

ଯାଜପୁର: ଯାଜପୁରରେ ବିଜେପିର ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମକୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶ ଧାର କିଭଳି ଜନସାଧାରଣଙ୍କ ପାଖରେ ପହଞ୍ଚିବ ତା ଉପରେ ଗୁରୁତ୍ୱ ଦିଆଯାଉଥିବା ଧର୍ମେନ୍ଦ୍ର କହିଛନ୍ତି।

bjp

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 04:44 PM IST

Related story