ମୋ ବସ୍‌କୁ ପୂରିଲା ୨ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖୁ ଦେଖୁ  ମୋ ବସ୍‌କୁ ପୂରିଗଲା ୨ ବର୍ଷ ପୂରିଛି । ୨୦୧୮ ମସିହା ଆଜିର ଦିନରେ  CRUT  ଆରମ୍ଭ କରିଥିଲା ମୋ ବସ୍ ସେବା । ରାଜଧାନୀ ତଥା ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଗଡ଼ିଥିଲା ମୋ ବସ୍ ସେବା । ଦୀର୍ଘଦିନ ଧରି ଏହି ସେବା ଦ୍ୱାରା ଲୋକେ ଖୁବ୍‌ ଉପକୃତ ହେଉଥିବା ବେଳେ କରୋନା କଟକଣା ଯୋଗୁ ଏହାର  ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି। ଭୁବନେଶ୍ୱର ସମେତ ଖୋର୍ଦ୍ଧା, […]

bus

bus

Niharika Rout
  • Published: Saturday, 07 November 2020
  • Updated: 07 November 2020, 08:06 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖୁ ଦେଖୁ  ମୋ ବସ୍‌କୁ ପୂରିଗଲା ୨ ବର୍ଷ ପୂରିଛି । ୨୦୧୮ ମସିହା ଆଜିର ଦିନରେ  CRUT  ଆରମ୍ଭ କରିଥିଲା ମୋ ବସ୍ ସେବା । ରାଜଧାନୀ ତଥା ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଗଡ଼ିଥିଲା ମୋ ବସ୍ ସେବା । ଦୀର୍ଘଦିନ ଧରି ଏହି ସେବା ଦ୍ୱାରା ଲୋକେ ଖୁବ୍‌ ଉପକୃତ ହେଉଥିବା ବେଳେ କରୋନା କଟକଣା ଯୋଗୁ ଏହାର  ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି।

ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କୋଣାର୍କ, ପିପିଲି ଓ ପୁରୀକୁ ଗଡ଼ୁଛି ମୋ ବସ୍ ।  ହେଲେ କରୋନା କଟକଣା ଯୋଗୁ ବର୍ତ୍ତମାନ ୧୭ଟି ରୁଟରେ ୧୦୯ଟି ବସ୍‌  ଚଳାଚଳ କରୁଛି  । ଖୁବଶୀଘ୍ର ମୋ ବସ ସେବା ସ୍ୱାଭାବିକ  ହେବ ବୋଲି କହିଛନ୍ତି  କ୍ରୁଟ୍‌ର ପରିଚାଳକ ନିର୍ଦ୍ଦେଶକ ଅରୁଣ ବୋଥ୍ରା । ଏହା ସହ ଏହି  ବସ୍ ସେବାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଛନ୍ତି ଅରୁଣ ବୋଥ୍ରା ।

ଏହି ସେବା ଆରମ୍ଭ ବେଳେ ଏଥିରେ ଦୈନିକ ହାରାହାରି ୧୯ ହଜାର ଯାତ୍ରୀ ଯାତାୟତ କରୁଥିବାବେଳେ ଗତ ଜାନୁଆରୀରେ ଏହା ୧ ଲକ୍ଷ ଟପିଛି ।  ପ୍ରଦୂଷଣ ମାତ୍ରା କମାଇବା ପାଇଁ ଇଲେକ୍ଟ୍ରିକ୍ ବସ୍ ଆସିବା ପ୍ରକ୍ରିୟା କୋରୋନା ପାଇଁ ବିଳମ୍ବ ହୋଇଥିବା ବେଳେ ଆସନ୍ତା ୩-୪ ମାସ ଭିତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ବସ୍ ଆଣିବାକୁ ପ୍ରୟାସ ଥିବା କହିଛନ୍ତି ଅରୁଣ ବୋଥ୍ରା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story