ଆଜି ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ଆଜି ପାଳିତ ହେବ ରଙ୍ଗର ପର୍ବ ହୋଲି। ହୋଲି ପାଳନ ନିମନ୍ତେ ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା। କେବଳ ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା। ହେଲେ ଅପରାହ୍ନ ୩ଟାରୁ ପୁଣି ଥରେ ଆରମ୍ଭ ହେବ ଏହି ସେବା। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ବୋଲି ଟ୍ୱିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି। ଏଥର କରୋନା କଟକଣା ପାଇଁ ହୋଲି ପାଳନ ବେଳେ […]

mo-bus

mo-bus

Niharika Rout
  • Published: Monday, 29 March 2021
  • Updated: 29 March 2021, 11:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ଆଜି ପାଳିତ ହେବ ରଙ୍ଗର ପର୍ବ ହୋଲି। ହୋଲି ପାଳନ ନିମନ୍ତେ ଆଂଶିକ ବନ୍ଦ ରହିବ ମୋ ବସ୍‌ ସେବା। କେବଳ ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା। ହେଲେ ଅପରାହ୍ନ ୩ଟାରୁ ପୁଣି ଥରେ ଆରମ୍ଭ ହେବ ଏହି ସେବା। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ ବୋଲି ଟ୍ୱିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି।

ଏଥର କରୋନା କଟକଣା ପାଇଁ ହୋଲି ପାଳନ ବେଳେ କାହାକୁ ଛୁଇଁବାକୁ ବାରଣ କରାଯାଇଛି। ଏହାବ୍ୟତୀତ ବାହାରେ ନୁହେଁ ଘରେ ହୋଳି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ନିୟମ ପାଳନ ନିମନ୍ତେ ରାଜଧାନୀରେ କେବଳ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୨୦ଟି ପାଟ୍ରୋଲିଂ ଗାଡ଼ି ବୁଲିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, “ବାହାରେ ହୋଲି ଖେଳିବାକୁ ବାରଣ କରାଯାଇଛି। ଏହି କଟକଣାକୁ ଅନୁପାଳନ କରାଇବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ଛକ, ଗହଳି ଜାଗାରେ, ଗାଧୁଆ ତୁଠରେ ଫୋର୍ସ  ମୁତୟନ କରାଯାଇଛି। ୨୦ଟି ଗାଡ଼ି ପାଟ୍ରୋଲିଂ କରି ଲୋକଙ୍କ ଗତିବିଧୀ ଉପରେ କଡ଼ା ନଜର ରଖିବ। ” ଏହି ମହାମାରୀ ସମୟରେ ସଂୟମତା ଆଚରଣ କରିବାକୁ ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story