ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରାଜଧାନୀରେ ବନ୍ଦ ଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ରାଜଧାନୀରେ ଗଡ଼ିବ ମୋ ବସ୍‌। ଅନ୍‌ଲକ୍‌-୩ରେ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ କେବଳ ନନ୍ ଏସି ବସ୍ ଚଳାଚଳ କରିବ। ଏହି ରୁଟ୍‌ଗୁଡ଼ିକ ହେଲା- ୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), […]

mo-bus-1-1

mo-bus-1-1

Niharika Rout
  • Published: Tuesday, 04 August 2020
  • Updated: 04 August 2020, 09:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରାଜଧାନୀରେ ବନ୍ଦ ଥିବା ମୋ ବସ୍‌ ସେବା ଆଜିଠୁ ପୁଣି ଆରମ୍ଭ ହେବ। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ରାଜଧାନୀରେ ଗଡ଼ିବ ମୋ ବସ୍‌। ଅନ୍‌ଲକ୍‌-୩ରେ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍‌ରେ କେବଳ ନନ୍ ଏସି ବସ୍ ଚଳାଚଳ କରିବ। ଏହି ରୁଟ୍‌ଗୁଡ଼ିକ ହେଲା- ୧୧ ନମ୍ବର( ନନ୍ଦନ ବିହାର-ଲିଙ୍ଗିପୁର), ୧୬ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ), ୧୮ ନମ୍ବର-(ବରମୁଣ୍ଡାରୁ ଜଗତପୁର), ୨୦ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର), ୨୩ ନମ୍ବର-(ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ), ୨୫ ନମ୍ବର (ଡୁମଡୁମାରୁ ମଞ୍ଚେଶ୍ୱର), ୨୭ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ), ୩୩ ନମ୍ବର (ମାଷ୍ଟର କ୍ୟାଣ୍ଟିନରୁ ପିପିଲି)।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ । ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story