ବ୍ଳୁ ‍ଫ୍ଲାଗ ବିଚ୍‌ରେ ଯୋଗକଲେ ମନ୍ତ୍ରୀ, ବିଧାୟକ, ସେବାୟତ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀର ବ୍ଳୁ ‍ଫ୍ଲାଗ ବିଚ୍‌ରେ ଦୁଇଦିନିଆ ‘ମୋ ବିଚ୍‌ ଯୋଗା ଅଭିଜାନ’ ଚାଲିଛି। ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଛନ୍ତି। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ […]

beaeh

beaeh

Manoranjan Sial
  • Published: Sunday, 18 October 2020
  • Updated: 18 October 2020, 10:57 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀର ବ୍ଳୁ ‍ଫ୍ଲାଗ ବିଚ୍‌ରେ ଦୁଇଦିନିଆ ‘ମୋ ବିଚ୍‌ ଯୋଗା ଅଭିଜାନ’ ଚାଲିଛି। ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଛନ୍ତି।

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ଉଭୟ କୋଭିଡର କଷ୍ଟକୁ ଅତି ନିକଟରୁ ଅନୁଭବ କରିଛନ୍ତି। ଆଜି ପୋଷ୍ଟ କୋଭିଡ୍‌ ରୋଗାକ୍ରାନ୍ତ ସହ ନିଜେ ଯୋଗାଭ୍ୟାସ କରିଥିଲେ। ପ୍ରାୟ ୨୦୦ ବ୍ୟକ୍ତି ସାମିଲ ହୋଇଥିଲେ। ବିଶେଷ ଏଥିରେ ସେବାୟତ ଓ ବିଭିନ୍ନ ସ୍ତରର ଲୋକମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story